Odia News Portal
Browsing Tag

cyberscam

ଅନଲାଇନ୍ ଗାର୍ଲଫ୍ରେଣ୍ଡ୍ ଲୋଭରେ ଯୁବକ ହରାଇଲେ ୯୫ ହଜାର ଟଙ୍କା

କଟକ: ଅନଲାଇନ୍‌ରେ ଗାର୍ଲଫ୍ରେଣ୍ଡ ଅର୍ଡର କରିଥିଲେ ଯୁବକ । ଶେଷରେ ଆକାଉଣ୍ଟରୁ କଟିଗଲା ୯୫ହଜାର ଟଙ୍କା । ଆଜ୍ଞା ହଁ ବିଶ୍ୱାସ ନହେଲେ ମଧ୍ୟ କଥାଟି ସତ । କଟକ ଜିଲ୍ଲା ବିଡ଼ାନାସୀ ଅଞ୍ଚଳରୁ ଆସିଛି ଏଭଳି ଖବର । ଆକାଉଣ୍ଟରୁ ଟଙ୍କା କଟିବା ପରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଯୁବକ । ପୋଲିସ