Odia News Portal
Browsing Tag

cuttack

କଟକ ଏସସିବିରେ ଇକମୋ ଚିକିତ୍ସା ସେବାର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କଟକ: ଏସସିବି ମେଡିକାଲରେ ଇକମୋ ଚିକିତ୍ସା ସେବାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏସସିବି ହସ୍ପିଟାଲରେ ସମୁଦାୟ ୯ଟି ମେସିନ୍ ରହିବ । ତେବେ ଏଠାରେ ରୋଗୀଙ୍କୁ ମାଗଣାରେ ଏହି ସୁବିଧା ଦିଆଯିବ । ଇକମୋ ଚିକିତ୍ସାରେ ଖର୍ଚ୍ଚ ହେଉଥିବା ସମସ୍ତ ଅର୍ଥ ରାଜ୍ୟ ସରକାର ବହନ

ଆଜି ଏସସିବି ମେଡିକାଲରେ ଇକମୋ ଚିକିତ୍ସା ସେବାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

କଟକ: ଆଉ ଏଥରକ ଇକମୋ ଚିକିତ୍ସା ଲାଗି ଓଡ଼ିଶା ବାହାରକୁ ଯିବାକୁ ପଡିବ ନାହିଁ । ରାଜ୍ୟରେ ଇକମୋ ଚିକିତ୍ସା ଆରମ୍ଭ ହୋଇଯାଇଛି । କଟକ ବଡ ମେଡିକାଲରେ ଗୁରୁତର କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ଇକୋମୋ ସୁବିଧାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକାର୍ପଣ କରିବେ । ସବୁ ଗୁରୁତର କୋଭିଡ

ତାଳଦଣ୍ଡା କେନାଲ ରାସ୍ତାର ଉନ୍ନୟନ କାର୍ଯ୍ୟ ଅନୁଧ୍ୟାନ କଲେ କ୍ରିଷନ କୁମାର

କଟକ: ଐତିହାସିକ ତାଳଦଣ୍ଡା କେନାଲର ଉନ୍ନତିକରଣ ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । କେନାଲର ରୂପାନ୍ତର ନେଇ ଫଟୋ ମଧ୍ୟ ସେୟାର କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଏହି କେନାଲ ରାସ୍ତାର ଉନ୍ନୟନ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି ମୁଖ୍ୟ ଶାସନ ସଚିବ ଡ଼. କ୍ରିଷନ କୁମାର । ତାଙ୍କ ସହ

ଅନୁଭବଙ୍କ ଆବେଦନର ଅନ୍ତ ଘଟାଇଲେ ହାଇକୋର୍ଟ

କଟକ: ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ବିବାଦକୁ ନେଇ ସାମ୍ନାକୁ ଆସିଲା ନୂଆ ଘଟଣା । ଅନୁଭବ ମହାନ୍ତିଙ୍କ ଆବେଦନର ଅନ୍ତ ଘଟାଇଲେ ହାଇକୋର୍ଟ । ତ୍ୱରିତ୍ୱ ଶୁଣାଣି ପାଇଁ ଆବେଦନ କରିଥିଲେ ଅନୁଭବ ମହାନ୍ତି । ପାରିବାରିକ ଅଦାଲତରେ ବିଚାର ଆରମ୍ଭ ହୋଇଥିବାରୁ ମାମଲାର ଅନ୍ତ

କଟକ ଶିଶୁଭବନକୁ ସେଣ୍ଟର ଅଫ ଏକ୍ସଲେନ୍ସ ଘୋଷଣା କଲେ ରାଜ୍ୟ ସରକାର

କରୋନାରେ ଶିଶୁ ସଂକ୍ରମଣର ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାର ନିଷ୍ପତି ଗ୍ରହଣ କରୁଛନ୍ତି । ତେଣୁ ସେମାନଙ୍କର ସ୍ୱାସ୍ଥ୍ୟ ପ୍ରତି ଅଧିକ ଗୁରୁତ୍ୱ ଦିଆଯାଇ କଟକ ଶିଶୁଭବନକୁ ସେଣ୍ଟର ଅଫ ଏକ୍ସଲେନ୍ସ ଘୋଷଣା କରାଯାଇଛି। ତେଣୁ ଶିଶୁଭବନରେ ୪୦ଟି ସାଧାରଣ ବେଡ୍ ଓ ୧୦ଟି ଆଇସିୟୁ

ଧଳ ବ୍ରଦର୍ସଙ୍କ ଘନିଷ୍ଠ ସହଯୋଗୀ ଦିଲୁ ଗିରଫ

କଟକ: କମିଶନରେଟ ପୋଲିସର ବଡ଼ ସଫଳତା । ଧଳ ବ୍ରଦର୍ସଙ୍କ ଘନିଷ୍ଠ ସହଯୋଗୀ ପ୍ରଦୀପ କୁମାର ସାହୁ ଔରଫ ଦିଲୁକୁ ଗିରଫ କରାଯାଇଛି । ୨୦୧୬ରେ ଓମ୍ ଏବଂ ଦିପୁ ହତ୍ୟାକାଣ୍ଡରେ ଦିଲୁ ଥିଲା । ତା ନାଁରେ ଅଭିଯୋଗ ଆସିବା ପରଠାରୁ ସେ ଫେରାର ଥିଲା । ଆଜି ତାକୁ ଧରିଥିବା ସୂଚନା ଦେଇଛନ୍ତି ଟୁଇନସିଟି

ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ଭାଇ ଆଗରେ ଚାଲିଗଲା ଭଉଣୀର ଜୀବନ

କଟକ: ରାତି ପାହିଲେ ରାକ୍ଷୀ ପୂର୍ଣ୍ଣିମା । ଭାଇ-ଭଉଣୀଙ୍କ ଲାଗି ଏକ ପବିତ୍ର ଦିନ । ତେବେ ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ଘଟିଛି ଏକ ଅଭାବନୀୟ ଘଟଣା । ଭାଇ ଆଗରେ ଚାଲିଗଲା ଭଉଣୀ ଜୀବନ । ସୂଚନା ଅନୁସାରେ କଟକ କାଠଯୋଡି ବିଜ୍ର ଉପରେ ଏକ ବାଇକକୁ ପଛପଟୁ ଧକ୍କା ଦେଇଛି ଟ୍ରକ୍ । ଏକ ବାଇକ୍

କଟକରୁ ପୁଣି ନକଲି ଜର୍ଦ୍ଦା ଜବତ

କଟକ: ପୁଣି ନକଲି ଜର୍ଦ୍ଦା ଜବତ । ନକଲି ଜର୍ଦ୍ଦା ସହ ଗୁଟଖା ଓ ସତାବରୀ ଜବତ କରିଛି ପୋଲିସ । ମାଲଗୋଦାମ ଅଞ୍ଚଳରୁ ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ କରିଛି ପୋଲିସ । ସୂଚନା ଅନୁଯାୟୀ, 2ଦିନ ହେଲା ଏହି ଗୋଦାମ ଉପରେ ନଜର ରଖିଥିଲା ମାଲଗୋଦାମ ଥାନା ପୋଲିସ । କିଛି ରାସାୟନିକ ପଦାର୍ଥ

ଏସସିବି ହସ୍ପିଟାଲ ଛାତ ଉପରୁ ଖସି ରୋଗୀ ମୃତ

କଟକ: ଏସସିବି କୋଭିଡ ହସ୍ପିଟାଲରେ ପୁଣି ଏକ ଅଘଟଣ ଘଟିଛି। ଏସସିବି କୋଭିଡ ହସ୍ପିଟାଲ-୧ର ଚାରି ମହଲାରୁ ଖସିପଡ଼ି ଜଣେ ରୋଗୀଙ୍କ ମୃତ୍ୟୁ ହୋଇଛି। ରୋଗୀ ଜଣକ ଝରକା ପଟେ ତଳକୁ ଖସିପଡ଼ିଥିବା ସୂଚନା ମିଳିଛି। କିନ୍ତୁ କେଉଁ ପରିସ୍ଥିତିରେ ରୋଗୀ ଜଣକ ତଳକୁ ପଡ଼ିଲେ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ

ଖୋଲିଲା ଧବଳେଶ୍ୱର ପୀଠ

କଟକ: ଆଜିଠୁ ଭକ୍ତଙ୍କ ଦର୍ଶନ ପାଇଁ ଖୋଲିଲା କଟକ ଜିଲ୍ଲାର ପ୍ରସିଦ୍ଧ ବାବା ଧବଳେଶ୍ୱର ପୀଠ । ଉପଜିଲ୍ଲାପାଳଙ୍କ ବୈଠକରେ ପୀଠରେ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ନିଷ୍ପତି ନିଆଯାଇଛି । କିନ୍ତୁ ମନ୍ଦିରରେ ଭକ୍ତଙ୍କୁ ସମସ୍ତ କୋଭିଡ ଗାଇଡଲାଇନ୍ ପାଳନ କରିବା ବାଧ୍ୟତାମୂଳକ କରାଯାଇଛି । ୬୫