Odia News Portal
Browsing Tag

cuttack

ଅରିନ୍ଦମଙ୍କୁ ଖୋଜୁଛନ୍ତି ପ୍ରଭାସ

କଟକ: ଗତକାଲି ଥିଲା ଅଶୁଭ ଦିନ । ସାହସୀ ସାମ୍ବାଦିକ ଅରିନ୍ଦମଙ୍କ ବିୟୋଗ ହୋଇଛି । ଏସସିବି ଆଇସିୟୁରେ ଚିକତ୍ସିତ ହେଉଛନ୍ତି କ୍ୟାମେରାମ୍ୟାନ ପ୍ରଭାସ ସିହ୍ନା । ଗୁରୁତର ଅବସ୍ଥାରେ ପ୍ରଭାତଙ୍କୁ କାଜୁଆଲ୍ଟିରୁ ଆଇସିୟୁକୁ ସ୍ଥାନାନ୍ତର କରାଯିବା ପରେ ସେ ସାମାନ୍ୟ ସୁସ୍ଥ ଅନୁଭବ କରିଥିଲେ ।

ଓଡ୍ରାଫ କର୍ମଚାରୀ ସୀତାରାଙ୍କ ମୃତଦେହ ଉଦ୍ଧାର

କଟକ: ମହାନଦୀରେ ହାତୀକୁ ଉଦ୍ଧାର କରିବାକୁ ଯାଇ ବୋଟ୍ ବୁଡ଼ିବା ଘଟଣାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି । ଗତକାଲି ମହାନଦୀକୁ ହାତୀ ଘଉଡ଼ାଇବାକୁ ଯାଇ ବୁଡ଼ି ଯାଇ ନିଖୋଜ ହୋଇଯାଇଥିବା ଏନଡିଆରଏଫ୍ କର୍ମଚାରୀଙ୍କ ମୃତଦେହ ଠାବ ହୋଇଛି । ଅଣ୍ଡରୱାଟର୍ ଡ୍ରାଇଭର୍ ସୀତାରାମ ମୁର୍ମୁଙ୍କ

ଖବର ସଂଗ୍ରହ କରିବାକୁ ଯାଇ ନିଜେ ବନିଗଲେ ଖବର

ଭୁବନେଶ୍ୱର: ନିଜ ଜୀବନକୁ ବାଜିରେ ଲଗାଇ ଗଭୀର ପାଣିକୁ ଯାଇଥିଲେ ଖବର ସଂଗ୍ରହ କରିବା ଲାଗି । ହେଲେ ଶେଷରେ ନିଜେ ବନିଗଲେ ଖବର । କଟକ ମୁଣ୍ଡୁଳି ବ୍ରିଜ ନିକଟରେ ମହାନଦୀରେ ଫସି ରହିଥିବା ହାତୀକୁ ଘଉଡାଇବା ଲାଗି ଯାଇଥିଲେ ଓଡ୍ରାଫ୍ ଟିମ୍ । ଓଡ଼୍ରାଫ ବୋଟରେ ଯାଇଥିଲେ ଓଟିଭି ପ୍ରତିନିଧି ଏବଂ

ଜୀବନ ସହ ସଂଘର୍ଷ କରୁଛି ଦନ୍ତା

କଟକ: ମୁଣ୍ଡଳୀ ବ୍ରିଜ୍ରେ ଫସି ଯାଇଛି ଦନ୍ତା ହାତୀ। ଆଠଗଡ଼ ବନଖଣ୍ଡ ଅଧୀନରେ ଆସୁଥିବା ମୁଣ୍ଡଳୀ ଅଞ୍ଚଳରେ ଶୁକ୍ରବାର ସକାଳେ ୧୮ ଟିକିଆ ହାତୀ ପଲ ନଦୀ ପାର ହେଉଥିବା ବେଳେ ମହାନଦୀର ବନ୍ୟାଜଳରେ ଭାସି ଆସିଥିଲେ। ତେବେ ଅନ୍ୟ ହାତୀମାନେ ରକ୍ଷା ପାଇ କୂଳକୁ ଯାଇଥିବା ବେଳେ ଏକ ଦନ୍ତା ହାତୀଟି

ଦୁର୍ଗା ମୁର୍ତ୍ତିର ଉଚ୍ଚତା ବିବାଦକୁ ନେଇ କଟକ ବିଜେଡିରେ ଫାଟ

ଦୁର୍ଗା ମୂର୍ତ୍ତିର ଉଚ୍ଚତାକୁ ନେଇ ବିଜେଡିର କଟକ ସଂଗଠନର କଳି ପଦାରେ ପଡିଛି । ମୂର୍ତ୍ତିର ଉଚ୍ଚତାକୁ ଚାରି ଫୁଟ ମଧ୍ୟରେ ରଖିବା ପାଇଁ ସରକାରଙ୍କ ନିଷ୍ପତି ପରେ ଗତ ଶନିବାର ଦିନ କଟକ ମହାନଗର ଶାନ୍ତି କମିଟି ଏବଂ ଦୁର୍ଗା ପୂଜା କମିଟି ବୈଠକରେ ଭର୍ତ୍ତୁହରି ମହତବଙ୍କ ମନ୍ତବ୍ୟକୁ ବିରୋଧ କରି

ମୂର୍ତ୍ତି ଉଚ୍ଚତା ବିବାଦ ମାମଲା: ହାଇକୋର୍ଟରେ ଆବେଦନ ଖାରଜ

କଟକ: ଆଉ ବଢ଼ିବନି ମୂର୍ତ୍ତି ଉଚ୍ଚତା । ମୂର୍ତ୍ତି ବିବାଦ ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଆଜି ଆବେଦନ ଖାରଜ ହୋଇଛି । ବାଲୁବଜାର ପୂଜା କମିଟି କରିଥିବା ଆବେଦନ ଖାରଜ ହୋଇଛି । ମୂର୍ତ୍ତି ଉଚ୍ଚତା ବୃଦ୍ଧି ପାଇଁ କରିଥିବା ଆବେଦନ ଖାରଜ ହୋଇଛି । ମହାମାରୀ ବେଳେ ସରକାରୀ ନିର୍ଦ୍ଦେଶନାମାରେ

ଆସନ୍ତାକାଲି ମୂର୍ତ୍ତି ଉଚ୍ଚତା ବିବାଦ ମାମଲାର ରାୟ ଶୁଣାଣୀ

କଟକ: ହାଇକୋର୍ଟରେ ମୂର୍ତ୍ତି ଉଚ୍ଚତା ବିବାଦ ମାମଲାର ଶୁଣାଣି ଶେଷ ହୋଇଛି । ଆସନ୍ତାକାଲି ରାୟ ଶୁଣାଇବେ ହାଇକୋର୍ଟ । ତେବେ ମୂର୍ତ୍ତି ଉଚ୍ଚତା ବିବାଦକୁ ନେଇ ବାଲୁବଜାର ପୂଜା କମିଟି ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ପୂଜା କମିଟି ଏସଆରସିଙ୍କ ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରି ହାଇକୋର୍ଟର

ଆସନ୍ତା ୨୭ରେ ବର୍ଷା-ଅନୁଭବ ମାମଲାର ପରବର୍ତ୍ତୀ ଶୁଣାଣୀ

କଟକ: ତୁଟୁନି ବିବାଦ । ଶୁଣାଣୀ ପରେ ପରେ ଶୁଣାଣୀ ହେଉଥିଲେ ସୁଦ୍ଧା ଷ୍ଟାର କପୁଲ ବର୍ଷା ଓ ଅନୁଭବଙ୍କ ବିବାଦର କୌଣସି ନିସ୍କର୍ଷ ବାହାରି ପାରୁନାହିଁ । ତେବେ କଟକର ପାରିବାରିକ ଅଦାଲତରେ ବିଚାର ଚାଲିଥିବା ଅନୁଭବ-ବର୍ଷା ବିବାହ ବିଛେଦ ମାମଲାର ଶୁଣାଣି ଆସନ୍ତା ୨୭ ତାରିଖରେ ହେବ । ପୂର୍ବରୁ

ଦୁଷ୍ମନ୍ତ ଦାସ ମୃତ୍ୟୁ ମାମଲାରେ ୨ ୱେବ ପୋର୍ଟାଲ ସାମ୍ବାଦିକଙ୍କୁ ସମନ

କଟକ: ଦୁଷ୍ମନ୍ତ ଦାସ ମୃତ୍ୟୁ ମାମଲା । ଦୁଇ ଜଣ ୱେବ ପୋର୍ଟାଲ ସାମ୍ବାଦିକଙ୍କୁ ସମନ କରିଛି କମିଶନରେଟ ପୋଲିସ । ମଙ୍ଗଳାବାଗ ଥାନା ପୋଲିସ ପକ୍ଷରୁ ସମନ କରାଯାଇଛି । ଅସିତ୍ କୁମାର ରାଉତ ଓ ଦାମୋଦର ସେଠୀଙ୍କୁ ସମନ କରାଯାଇଥିବା ସୂଚନା ମିଳିଛି । ଆସନ୍ତାକାଲି ମଙ୍ଗଳାବାଗ ଥାନାରେ ହାଜର

ହାଇକୋର୍ଟ ଗଲା ମୂର୍ତ୍ତି ଉଚ୍ଚତା ବିବାଦ ମାମଲା

କଟକ: ହାଇକୋର୍ଟ ଗଲା ମୂର୍ତ୍ତି ଉଚ୍ଚତା ବିବାଦ ମାମଲା । କଟକ ବାଲୁ ବଜାର ପୂଜା କମିଟି ପକ୍ଷରୁ ମାମଲା ଦାୟର କରାଯାଇଛି । ୫ ଶହ ର୍ବେର ପରମ୍ପରା ବଜାୟ ରଖିବା ଲାଗି ଆବେଦନ କରାଯାଇଛି । ମାମଲାରେ ମୁଖ୍ୟ ଶାସନ ସଚିବ ଓ ଏସଆରସି ପକ୍ଷଭୂକ୍ତ କରାଯାଇଛି । ସୂଚନା ଥାଉକି, କରୋନା କଟକଣାକୁ