ପ୍ରଥମେ ଥଇଥାନ ପରେ ଉଚ୍ଛେଦ: କଟକ ମହାନଗର ନିଗମ
କଟକ ବସ୍ତି ବାସିନ୍ଦାଙ୍କ ଉଚ୍ଛେଦକୁ ନେଇ ଇଡକୋର ନୋଟିସ୍ ଘଟଣାରେ ହସ୍ତକ୍ଷେପ କରିଛି କଟକ ମହାନଗର ନିଗମ | ପ୍ରଥମେ ବସ୍ତିବାସିନ୍ଦାଙ୍କୁ ଥଇଥାନ କରାଯିବା ପରେ ଉଚ୍ଛେଦ କରିବାକୁ ପରାମର୍ଶ ଦିଆଯାଇଛି | ଯେପର୍ଯ୍ୟନ୍ତ ଥଇଥାନ କରାଯାଇ ନାହିଁ ସେ ପର୍ଯ୍ୟନ୍ତ ଉଚ୍ଛେଦ କରାଯାଇପାରିବ ନାହିଁ ବୋଲି!-->…