Sign in
Sign in
Recover your password.
A password will be e-mailed to you.
Browsing Tag
crime news odisha
୩୦ରେ ନାମାଙ୍କନପତ୍ର ଦାଖଲ କରିବେ ରୁଦ୍ର
ଭୁବନେଶ୍ୱର: ଆସନ୍ତା ୩୦ ତାରିଖରେ ପିପିଲି ଉପ-ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିବେ ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ । ପିପିଲି ଉପନିର୍ବାଚନ ପାଇଁ ବିଜେଡ଼ି ପକ୍ଷରୁ ପ୍ରାର୍ଥି ଅଛନ୍ତି ରୁଦ୍ର ପ୍ରତାପ ମହାରଥୀ । ପିପିଲି ଉପନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇଛି । ଆଜି!-->…
ମାର୍ଚ୍ଚ ମାସରେ ଜନ୍ମ ହୋଇଥିବା ଲୋକ ବେଶ୍ ଖାସ୍
ଭୁବନେଶ୍ବର: ୨୦୨୧ ମସିହାର ତୃତୀୟ ମାସ ମାର୍ଚ୍ଚ । ତେବେ ଏହି ମାସରେ ଜନ୍ମ ହୋଇଥିବା ସମସ୍ତେ ବହୁତ୍ ଖାସ୍ ବୋଲି କୁହାଯାଇଥାଏ ।ମାର୍ଚ୍ଚ ମାସରେ ପ୍ରଖ୍ୟାତ ଗୀତ ଓ ସଙ୍ଗିତକାର ଜଷ୍ଟିନ ବିବର, ଶ୍ରଦ୍ଧା କପୁର, ଅନୁପମ ଖେର, ଅମୀର ଖାନ ଓ ଲେଡି ଗାଗାଙ୍କ ପରି ଅନେକ ପ୍ରସିଦ୍ଧ ଲୋକଙ୍କ ଜନ୍ମ!-->…
ଆପଣ ବି ମୋମୋଜ୍ ଲଭର୍ କି ?ତେବେ ହୁଅନ୍ତୁ ସାବଧାନ !
ଭୁବନେଶ୍ବର: ଆପଣ ବି ମୋମୋଜ୍ ଲଭର୍ କି? ଆପଣଙ୍କୁ ବି ଫାଷ୍ଟଫୁଡ୍ ରେ ମୋମୋଜ୍ ଖାଇବା ପସନ୍ଦ କି?ତେବେ ହୋଇ ଯାଆନ୍ତୁ ସାବଧାନ ।ଆଜିକା ସମୟରେ ମୋମୋଜ୍ ଏକ ଲୋକପ୍ରିୟ ଫାଷ୍ଟଫୁଡ ଭାବରେ ପ୍ରତି ଗଳି କନ୍ଦିରେ ମୋମୋଜ୍ ଠେଲା ବା ଦୋକାନରେ ଉପଲବ୍ଧ। କିନ୍ତୁ ଏହି ଲୋକପ୍ରିୟ ଫାଷ୍ଟଫୁଡ୍ ସ୍ୱାସ୍ଥ୍ୟ!-->…
କେନ୍ଦ୍ର ଶକ୍ତି ମନ୍ତ୍ରୀଙ୍କ ସହ ଦିବ୍ୟଶଙ୍କରଙ୍କ ଆଲୋଚନା
ବିତରଣକାରୀ କମ୍ପାନୀକୁ ପୁନର୍ବିନ୍ୟାସରେ ସାମିଲ ପାଇଁ ଅନୁରୋଧ
କଲେଜ ହଷ୍ଟେଲରେ ୮ ଛାତ୍ରଛାତ୍ରୀ କୋରୋନା ଆକ୍ରାନ୍ତ
ଢେଙ୍କାନାଳ: ପୁଣି ଶିକ୍ଷାନୁଷ୍ଠାନକୁ ଘାରିଲା କରୋନା ଭୟ| ଯୁକ୍ତ ଦୁଇ ବିଜ୍ଞାନ ଆବାସିକ କଲେଜର ହଷ୍ଟେଲରୁ ୮ ଜଣ ଛାତ୍ରଛାତ୍ରୀ କୋରୋନାରେ ଆକ୍ରାନ୍ତ ଚିହ୍ନଟ ହେବା ପରେ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ତତ୍ପର ହୋଇ ଉଠିଛି। ଏବେ ସମସ୍ତ ଆକ୍ରାନ୍ତଙ୍କୁ ହଷ୍ଟେଲ୍ ପରିସରରେ ଥିବା କ୍ୟାଣ୍ଟିନ୍!-->…
ଗଞ୍ଜାମକୁ ଘାରିଲା ସୁରଟ ଫେରନ୍ତାଙ୍କ ଚିନ୍ତା
ସୁରଟରୁ ଗଞ୍ଜାମ ତଥା ରାଜ୍ୟର ଅନ୍ୟ ସ୍ଥାନକୁ ଆସିଛନ୍ତି ଶହ ଶହ ଓଡିଆ
ରେଳଷ୍ଟେସନରୁ ବାହାରୁଥିବା ପ୍ରତିଟି ସୁରଟ ଫେରନ୍ତାଙ୍କର ଥର୍ମାଲ ସ୍କ୍ରିନିଂ
ପିପିଇ କିଟ ଓ ମାସ୍କ ଦୁର୍ନୀତି ମାମଲାରେ ଲୋକାୟୁକ୍ତଙ୍କ କ୍ଲିନଚିଟ୍
ଭିଜିଲାନ୍ସର ପ୍ରାଥମିକ ତଦନ୍ତ ରିପୋର୍ଟରେ ତ୍ରୁଟି ନଥିବା ଜଣାଇଛନ୍ତି ଲୋକାୟୁକ୍ତ