Odia News Portal
Browsing Tag

cricket

ପୃଥୀ ଶ’ଙ୍କୁ ପ୍ରଂଶସା କଲେ ଆକାଶ ଚୋପ୍ରା

କଲମ୍ବୋ: ଭାରତ- ଶ୍ରୀଲଙ୍କା ପ୍ରଥମ ଦିନିକିଆ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିବା ପୃଥୀ ଶ’ଙ୍କୁ ପ୍ରଂଶସା କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଆକାଶ ଚୋପ୍ରା । ନିଜ ୟୁଟ୍ୟୁବ ଚ୍ୟାନେଲରେ ସେ ଶଙ୍କ ପ୍ରଂଶସା କରିଛନ୍ତି । ବିରେନ୍ଦ୍ର ସେହଙ୍ଗଙ୍କ ସହ ତାଙ୍କୁ ତୁଳନା କରିଥିବା ଦେଖିବାକୁ

ଭାରତ ଆଗରେ ଲକ୍ଷ୍ୟ ୨୬୩

କଲମ୍ବୋ: ପ୍ରଥମ ପାଳିରେ ଶ୍ରୀଲଙ୍କା ୨୬୩ ରନ ସଂଗ୍ରହ କରିଛି । ୫୦ ଓଭର ଖେଳି ଦଳ ୯ ୱିକେଟ ବିନିମୟରେ ଏହି ସ୍କୋର କରିବାରେ ସକ୍ଷମ ହୋଇଛି । ସବୁଠାରୁ ବଡ଼ କଥା ହେଉଛି କି, ଦଳର ଜଣେ ହେଲେ ଖେଳାଳୀ ୫୦ ରନ କରିନାହାଁନ୍ତି । ଚମିକା କରୁଣାର୍ଥେ ସର୍ବାଧିକ ୪୩ ରନ କରିଛନ୍ତି । ଅନ୍ୟ କୌଣସି

ଜନ୍ମଦିନରେ ଡେବ୍ୟୁ କଲେ ଇଶାନ କିଶାନ

କଲମ୍ବୋ: ଆଜି ଭାରତୀୟ କ୍ରିକେଟର ଇଶାନ କିଶାନଙ୍କ ଲାଗି ଡବଲ ଖୁସି । ନିଜର ଜନ୍ମଦିନରେ ତାଙ୍କୁ ଦଳରେ ମିଳିଛି ସ୍ଥାନ । ଦିନିକିଆ ଦଳରେ ଡେବ୍ୟୁ କରିଛନ୍ତି ଇଶାନ । ପୂର୍ବରୁ ଦୁଇଟି ଆନ୍ତର୍ଜାତିୟ ଟି-୨୦ ମ୍ୟାଚ ଖେଳିଛନ୍ତି ଇଶାନ । ୨ଟି ମ୍ୟାଚରେ ସେ ୬୦ ରନ ସଂଗ୍ରହ କରିଛନ୍ତି । ତେବେ ଆଜି

ପ୍ରଥମେ ବ୍ୟାଟିଂ କରିବ ଶ୍ରୀଲଙ୍କା

କଲମ୍ବୋ: ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଛି ଶ୍ରୀଲଙ୍କା । ଭାରତ ବୋଲିଂ କରୁବାକୁ ଥିବା ବେଳେ ଦଳ ଲାଗି ରହିବ ଚ୍ୟାଲେଞ୍ଜ । ଯୁବ ଖେଳାଳୀଙ୍କୁ ନେଇ ମଇଦାନକୁ ଓହ୍ଲାଉଛି ଧାୱନ ବାହିନୀ । ତେବେ ଆଜିର ମ୍ୟାଚରେ ଦୁଇଜଣ ଯବୁ ଖେଳାଳୀ ଡେବ୍ୟୁ କରୁଛନ୍ତି । ପ୍ରଥମେ ବୋଲିଂ

ଧାୱନଙ୍କ ପାଇଁ ଚ୍ୟାଲେଞ୍ଜ

କଲମ୍ବୋ: ଆଜି ପ୍ରଥମ ଦିନିକିଆ ମ୍ୟାଚରେ ଭେଟାଭେଟି ହେବେ ଭାରତ ଏବଂ ଶ୍ରୀଲଙ୍କା । ଦଳର ଅଭିଜ୍ଞ ଖେଳାଳୀଙ୍କ ବିନା ଧାୱନ ଦଳର ଭାର ସମ୍ଭାଳିଛନ୍ତି । ଅଧିନାୟକ ଧାୱନଙ୍କ ଲାଗି ଏକ ବଡ଼ ଚ୍ୟାଲେଞ୍ଜ ରହିଛି । ଏହି ସିରିଜରେ ଯୁବ ଖେଳାଳୀଙ୍କୁ ନେଇ ମଇଦାନକୁ ଓହ୍ଲାଇବାକୁ ଯାଉଛନ୍ତି ଧାୱନ ।

ଗୋଟିଏ ଗ୍ରୃପରେ ଭାରତ- ପାକିସ୍ତାନ

ନୂଆଦିଲ୍ଲୀ: ଆସିଲା ଟି-୨୦ ବିଶ୍ୱକପ ତାଲିକା । ୟୁଏଇରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱକପରେ ଭାରତ ଏବଂ ତାର ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନ ଗୋଟିଏ ଗ୍ରୃପରେ ରହିଛନ୍ତି । ସୁପର ୧୨ ଗ୍ରୃପରେ ରହିଛନ୍ତି ଏହି ୨ ଟିମ୍ । ତେବେ ଲିଗ ମ୍ୟାଚରୁ ହିଁ ରୋମାଞ୍ଚକ ହେବ ବୋଲି କ୍ରିକେଟ

ଜାଣନ୍ତୁ ପନ୍ଥଙ୍କୁ କରୋନା ହେଲା କାହିଁକି

ନୂଆଦିଲ୍ଲୀ: ଜୁନ୍ ୨୩ରେ ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲରେ ପରାଜୟ ପରେ ସମସ୍ତ ଭାରତୀୟ ଖେଳାଳିଙ୍କୁ ୩ ସପ୍ତାହର ଛୁଟ ିମିଳିଥିଲା । ଏହି ସୟରେ ଖେଳାଳିମାନେ ସେମାନଙ୍କ ପରିବାର ସହିତ ଇଂଲଣ୍ଡର ବିଭିନ ୍ନସହରରେ ବୁଲୁଥିବାର ଦେଖିବାକୁ ମିଳିଥିଲା । ଋଷଭ ପନ୍ତ ମଧ୍ୟ ଏହିସମୟରେ ୟୁରୋକପ୍

ଋଷଭ ପନ୍ଥ କରୋନା ପଜିଟିଭ୍‌

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ଥ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଇଂଲଣ୍ଡ ଗସ୍ତରେ ଥିବା ପନ୍ଥ ପଜିଟିଭ୍ ଚିହ୍ନଟ ହୋଇଥିବା ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି । ତାଙ୍କ ନିକଟରେ କରୋନାର ସାମାନ୍ୟ ଲକ୍ଷଣ ରହିଥିବା ସୂଚନା ମିଳିଛି । ଥଣ୍ଡା ଏବଂ କାଶ

ୱାସିମ ଜାଫର ହେଲେ ଓଡ଼ିଶା ସିନିୟର କ୍ରିକେଟ ଦଳର କୋଚ

କଟକ: ଓଡ଼ିଶା ସିନିୟର କ୍ରିକେଟ ଦଳର କୋଚ ହୋଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ୱାସିମ ଜାଫର । ତାଙ୍କୁ ଆଜି କୋଚଭାବେ ନିଯୁକ୍ତ କରାଯାଇଥିବା ନେଇ ଓସିଏ ପକ୍ଷରୁ ସୂଚନା ମିଳିଛି । ତେବେ ଏହା ପୂର୍ବରୁ ଜାଫର ବାଲାଂଦେଶର ବ୍ୟାଟିଂ କୋଚ ଥିଲେ । ୪୩ ବର୍ଷୀୟ ୱାସିମ ୩୧ଟି ଟେଷ୍ଟ ଏବଂ ଦୁଇଟି

୧୮ରେ ହେବ ଭାରତ-ଶ୍ରୀଲଙ୍କା ସିରିଜ

ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦିନିକିଆ କ୍ରିକେଟ ସିରିଜ ତାରିଖ ଫାଇନାଲ ହୋଇସାରିଛି । ଭାରତ-ଶ୍ରୀଲଙ୍କା ଦିନିକିଆ ସିରିଜର ପ୍ରଥମ ମ୍ୟାଚ ୧୮ ଜୁଲାଇରେ ଖେଳାଯିବ । ଦୁଇ ଦେଶ ମଧ୍ୟରେ ୩ ଏକ ଦୀବସୀୟ ମ୍ୟାଚ ଖେଳାଯିବ । ପ୍ରଥମ ମ୍ୟାଚ ୧୮ ଜୁଲାଇ, ଦ୍ୱିତୀୟ ମ୍ୟାଚ ୨୦ ଜୁଲାଇ ଓ