Odia News Portal
Browsing Tag

cricket

ଆଜିଠୁ ଭାରତ- ଇଂଲଣ୍ଡ ୩ୟ ଟେଷ୍ଟ

ଲଡ୍‌ସ : ଆଜିଠାରୁ ହେଡିଂଲିର ଲିଡ୍‌ସ ଗ୍ରାଉଣ୍ଡରେ ଉଭୟ ଦଳଙ୍କ ମଧ୍ୟରେ ୩ୟ ଟେଷ୍ଟମ୍ୟାଚ୍ ଆରମ୍ଭ ହେବ। ପ୍ରଥମ ଟେଷ୍ଟରେ ଭାରତ ସୁବିଧାଜନକ ସ୍ଥିତିରେ ଥିବା ବେଳେ ବର୍ଷା ଯୋଗୁଁ ମ୍ୟାଚ୍‌ ବିନା ଫଳାଫଳରେ ଶେଷ ହୋଇଥିଲା। ୨ୟ ଟେଷ୍ଟର ପ୍ରଥମ ୪ ଦିନ ଇଂଲଣ୍ଡ ଆଗରେ ରହିଥିବା ବେଳେ ୫ମ ଦିନ ଲଢ଼ୁଆ

ପ୍ରକାଶ ପାଇଲା ଆଇସିସି ଟେଷ୍ଟ ମାନ୍ୟତା, ଜାଣନ୍ତୁ କେଉଁ ଖେଳାଳୀ କେତେ ନମ୍ବର ସ୍ଥାନରେ ରହିଛନ୍ତି

ନୂଆଦିଲ୍ଲୀ: ଆଇସିସି ଦ୍ଵାରା ବୁଧବାର ଜାରି ସଦ୍ୟତମ ଟେଷ୍ଟ ମାନ୍ୟତାରେ ଭାରତୀୟ ଓପନର୍ କେ.ଏଲ୍ ରାହୁଲଙ୍କୁ ବଡ଼ ଲମ୍ଫ ଦେଇଛନ୍ତି। ରାହୁଲ ୧୯ଟି ସ୍ଥାନ ଉଠି ୩୭ତମ ସ୍ଥାନକୁ ଉନ୍ନୀତ କରିଛନ୍ତି ଜ୍ଝ ଲର୍ଡସରେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଏକ ଚମତ୍କାର ଶତକ ଯୋଗୁଁ ରାହୁଲଙ୍କ

ଘୋଷଣା ହେଲା ଟି-୨୦ ବିଶ୍ୱକପ ସୂଚୀ

ନୂଆଦିଲ୍ଲୀ: ଅକ୍ଟୋବରରୁ ଆରମ୍ଭ ହେବ ଟି-୨୦ ବିଶ୍ୱକପ । ତେବେ ବିସିସିଆଇ ଏଥିଲାଗି ଘୋଷଣା କରାଯାଇଛି ସୂଚୀ । ଭାରତୀୟ ଦଳ ୨୪ ଅକ୍ଟୋବରରୁ ବିଶ୍ୱକପରେ ନିଜର ଅଭିଯାନ ଆରମ୍ଭ କରିବ । ବିରାଟ ବାହିନୀ ନିଜ ପ୍ରଥମ ମ୍ୟାଚ୍ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ଖେଳିବ। ଅକ୍ଟୋବର

ଭାରତର ଦମଦାର ବୋଲିଂ

ଲର୍ଡସ: ଭାରତର ଦମଦାର ବୋଲିଂ । ପ୍ରଥମରୁ ଇଂଲଣ୍ଡର ୱିକେଟର ପତନ ଘଟିଛି । ୨ ଓଭରରେ ୩ ରନ ମଧ୍ୟରେ ୨ଟି ୱିକେଟ ହରାଇଛି ଇଂଲଣ୍ଡ । ପ୍ରତମ ଓଭରରେ ବୁମରା ଗୋଟିଏ ୱିକେଟ ଅକ୍ତିଆର କରିଥିବା ବେଳେ ଦ୍ୱିତୀୟ ଓଭରରେ ସାମି ମଧ୍ୟ ଏକ ୱିକେଟ ଅକ୍ତିଆର କରିଛନ୍ତି । ଭାରତ ଦ୍ୱିତୀୟ ପାଳିରେ ୨୯୮ ରନ

ଦ୍ୱିତୀୟ ପାଳିରେ ଫେଲ ମାରିଲେ ଭାରତୀୟ ଓପନର ଯୋଡ଼ି

ଲର୍ଡ୍ସ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ପାଳିରେ ଭାରତୀୟ ଓପନରଙ୍କ ନିରାଶ ଜନକ ପ୍ରଦର୍ଶନ । ରାହୁଲ ଏବଂ ରୋହିତ ଯୋଡ଼ି ଅଧିକ ସମୟ ତିଷ୍ଠି ପାରିନାହିଁ । ରାହୁଲ ମାତ୍ର ୫ ରନ କରିଥିବା ବେଳେ ରୋହିତ ୨୧ ରନ କରିବାରେ ସକ୍ଷମ ହୋଇଛନ୍ତି । ଏବେ ଭାରତୀୟ

ଆନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ଉନ୍ମୁକ୍ତ ଚାନ୍ଦ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି ଭାରତୀୟ ଯୁବ କ୍ରିକେଟର ଉନ୍ମୁକ୍ତ ଚାନ୍ଦ । ୨୮ ବର୍ଷ ବୟସରେ ଅବସର ନେଇଛନ୍ତି ଚାନ୍ଦ । ଦୀର୍ଘଦିନ ଦଳରୁ ଦୂରେଇ ରହିବା ପରେ ଶେଷରେ ଅବସର ଘୋଷଣା କରିଛନ୍ତି । ତେବେ ସେ ବିଦେଶରେ ଯାଇ ଖେଳିବେ ବୋଲି ଚର୍ଚ୍ଚା ହେଉଛି । ୨୦୧୨ ମସିହାରେ

ଅର୍ଦ୍ଧଶତକ ପୁରା କଲେ ରୋହିତ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତୀୟ ଓପନର ରୋହିତ ଶର୍ମା ଅର୍ଦ୍ଧଶତକ ହାସଲ କରିଛନ୍ତି । ସେ ୮୪ଟି ବଲ ଖେଳି ଏହି ସ୍କୋର କରିଛନ୍ତି । ଏବେ ତାଙ୍କ ସହ ରାହୁଲ ପଡିଆରେ ମହଜୁଦ ଅଛନ୍ତି । ଉଭୟ ଭାରତୀୟ ଦଳକୁ ଏକ ବଡ ସ୍କୋର ଦିଗରେ ଆଗେଇ ନେଉଛନ୍ତି ।

ଆଜି ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ

ନଟିଂହାମ: ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ହେବ ଦ୍ୱିତୀୟ ଟେଷ୍ଟ । ପ୍ରଥମ ଟେଷ୍ଟ ଡ୍ର ହେବା ପରେ ଦ୍ୱିତୀୟ ମ୍ୟାଚ ବିଜୟ ଲକ୍ଷ୍ୟରେ ରହିଛନ୍ତି ଉଭୟ ଦଳ । ବର୍ଷା ଯୋଗୁଁ ପ୍ରଥମ ମ୍ୟାଚଟି ଡ୍ର ହୋଇଥିଲା । ତେବେ ଦ୍ୱିତୀୟ ମ୍ୟାଚରେ ପୁନର୍ବାର ବର୍ଷା ବାଧକ ସାଜିପାରେ ବୋଲି ମଧ୍ୟ

ଆସନ୍ତା ଅଲିମ୍ପିକ୍ସରେ ସାମିଲ ହୋଇପାରେ କ୍ରିକେଟ୍‌

କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ଲସ୍ ଆଂଜେଲ୍ସରେ ହେବାକୁ ଥିବା ୨୦୨୮ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରିବାକୁ ଜୋରଦାର ପ୍ରସ୍ତୁତି ଚାଲିଥିବା କହିଛି ଇଂଟରନ୍ୟାସନାଲ କ୍ରିକେଟ କାଉନସିଲ(ଆଇସିସି) । ୨୦୨୦ ଅଲିମ୍ପିକ୍ସରେ ଭାରତର ସଫଳତା ପରେ ଏବେ ଆଗାମୀ ଅଲିମ୍ପିକ୍ସ ଉପରେ

ଭାରତର ପ୍ରଥମ ୱିକେଟର ପତନ

ନଟିଂହାମ: ଇଂଲଣ୍ଡ ବିପକ୍ଷରେ ଦ୍ୱିତୀୟ ଦିନ ଖେଳ ଜାରି ରଖିଛି ଭାରତ । ଲଞ୍ଚ ପୂର୍ବରୁ ଭାରତକୁ ଲାଗି ବଡ଼ ଝଟକା । ଭରଷାଯୋଗ୍ୟ ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଆଉଟ ହୋଇ ପାଭିଲିୟନ ଫେରିଛନ୍ତି । ରୋହିତ ୧୦୭ଟି ବଲ ଖେଳି ୩୬ ରନ କରିଛନ୍ତି । ରବିନସନଙ୍କ ବଲରେ କ୍ୟାଚ ଆଉଟ ହୋଇ ପାଭିଲିୟନ