Odia News Portal
Browsing Tag

cricket

ଭାରତ ବିପକ୍ଷ ସିରିଜ ଖେଳିବେନି ମ୍ୟାଥୁସ୍‌

କଲମ୍ବୋ: ଚଳିତମାସ ୧୩ରୁ ଭାରତ ବିପକ୍ଷରେ ଘରୋଇ ଶ୍ରୀଲଙ୍କା କ୍ରିକେଟ୍ ଦଳ ୩ଟି ଲେଖାଏଁ ଦିନିକିଆ ଓ ଟ୍ବେଣ୍ଟି-୨୦ ମ୍ୟାଚ୍ର ସିରିଜ୍ ଖେଳିବ। ଏହି ସିରିଜ୍ରୁ ପୂର୍ବତନ ଅଧିନାୟକ ତଥା ବରିଷ୍ଠ ଅଲ୍ରାଉଣ୍ଡର ଆଞ୍ଜେଲୋ ମାଥ୍ୟୁସ୍ ଓହରି ଯାଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ଏହି ସିରିଜ୍ରେ ସେ

ପ୍ରକାଶ ପାଇଲା ଆଇସିସି ମାନ୍ୟତା, କୋହଲି ଏହି ସ୍ଥାନରେ ଅଛନ୍ତି

ନୂଆଦିଲ୍ଲୀ: ସଦ୍ୟତମ ଆଇସିସି ଟ୍ବେଣ୍ଟି-୨୦ ବ୍ୟାଟିଂ ମାନ୍ୟତାରେ ଭାରତୀୟ ଅଧିନାୟକ ବିରାଟ କୋହଲି ୫ମ ସ୍ଥାନ ବଜାୟ ରଖିଛନ୍ତି। ତେବେ ୱିକେଟ ରକ୍ଷକ ବ୍ୟାଟ୍ସମ୍ୟାନ୍ କେ.ଏଲ୍. ରାହୁଲ ଗୋଟିଏ ସ୍ଥାନ ଉପରକୁ ଉଠି ୬ରେ ପହଞ୍ଚିଛନ୍ତି। ଟି-୨୦ ବ୍ୟାଟିଂ ମାନ୍ୟତା ତାଲିକାରେ ଇଂଲଣ୍ଡର ଡାୱିଡ୍

ଆଜି ସୌରଭ ଗାଙ୍ଗୁଲିଙ୍କ ଜନ୍ମଦିନ

ନୂଆଦିଲ୍ଲୀ: ଆଜି ହେଉଛି ବିସିସିଆଇ ଅଧ୍ୟକ୍ଷ ତଥା ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲୀଙ୍କ ଜନ୍ମଦିନ । ୪୯ ବର୍ଷରେ ପାଦ ଥାପିଛନ୍ତି ଗାଙ୍ଗୁଲି । ୧୯୭୨ ମସିହା ଜୁଲାଇ ୮ ତାରିଖରେ କୋଲକାତାରେ ଜନ୍ମ ଗ୍ରହଣ କରିଥିଲେ ଏହି କିମ୍ବଦନ୍ତୀ କ୍ରିକେଟର । କୋଲକାତାର ସେଂଟ ଜାଭିୟର ସ୍କୁଲରେ

କ୍ରିକେଟ ମଇଦାନକୁ ଓହ୍ଲାଇବେ ଅନୁଷ୍କା

ନୂଆଦିଲ୍ଲୀ: ସ୍ୱାମୀ ବିରାଟ କୋହଲୀଙ୍କ ଭଳି ଅନୁଷ୍କା ଶର୍ମା ମଧ୍ୟ କ୍ରିକେଟ ମଇଦାନକୁ ଓହ୍ଲାଇବେ। ଖୁବଶୀଘ୍ର ତାଙ୍କୁ କ୍ରିକେଟ ଖେଳୁଥିବାର ଦେଖିବାକୁ ମିଳିବ। ତେବେ ଏହାର କାରଣ ଜାଣି ଅନୁଷ୍କାଙ୍କ ପ୍ରଶଂସକମାନେ ନିଶ୍ଚିତ ଖୁସି ହେବେ। ଭାରତୀୟ ମହିଳା କ୍ରିକେଟର ଝୁଲନ୍ ଗୋସ୍ୱାମୀଙ୍କ

ଇଂଲଣ୍ଡ କ୍ରିକେଟ ଦଳର ୭ଜଣ ଖେଳାଳୀ କରୋନା ପଜିଟିଭ୍‌

ସାଉଥମ୍ପଟନ୍‌: ଇଂଲଣ୍ଡ ଦିନିକିଆ ଦଳର ୭ ଜଣ ସଦସ୍ୟ କୋଭିଡ ପଜିଟିଭ ହୋଇଛନ୍ତି । ସଂକ୍ରମିତ ସଦସ୍ୟଙ୍କ ମଧ୍ୟରେ ତିନିଜଣ ଖେଳାଳି ଅଛନ୍ତି ବୋଲି ମଙ୍ଗଳବାର ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡ(ଇସିବି) ପକ୍ଷରୁ କୁହାଯାଇଛି । ଆକ୍ରାନ୍ତମାନେ ଦଳର ଅନ୍ୟ ସଦସ୍ୟମାନଙ୍କ ସହ ସଂସ୍ପର୍ଶରେ ମଧ୍ୟ

ରବି ଶାସ୍ତ୍ରୀଙ୍କ ଲାଗି ଯୁକ୍ତି ବାଢ଼ିଲେ କପିଲ ଦେବ

ନୂଆଦିଲ୍ଲୀ: ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ୟୁଏଇରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ ପରେ ଶେଷ ହେବାକୁ ଯାଉଛି । ଏଣୁ ତାଙ୍କ ସ୍ଥାନରେ ବିିସିସିଆଇ କାହାକୁ କୋଚ କରିବ ଏବଂ କିଏ କିଏ ଏହି ପୋଷ୍ଟ ଲାଗି ଆପ୍ଲାଇ କରିବେ ତାକୁ ନେଇ ଏବେଠାରୁ ଆରମ୍ଭ ହୋଇଛି

କୋହଲିଙ୍କୁ ପ୍ରଂଶସା କଲେ ରାହୁଲ

ନୂଆଦିଲ୍ଲୀ: ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ପ୍ରଂଶସା କରିଛନ୍ତିି ଓପନର ବ୍ୟାଟ୍ସମ୍ୟାନ କେଏଲ ରାହୁଲ । ସେ ଏକ ଚ୍ୟାନେଳକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବିରାଟ ଅଧିନାୟକତ୍ୱରେ ଖେଳିଲେ ୨୦୦ ଶତକଡା ଉତ୍ସାହ ଆସୁଛି । ଦଳର ବାକି ୧୦ ଜଣ ଖେଳାଳୀ ମଧ୍ୟ କୋହଲିଙ୍କୁ ଅନୁସରଣ କରନ୍ତି ।

ପ୍ରଥମେଶ ମିଶ୍ର ହେଲେ ଆରସିବିର ନୂଆ ଚେୟାରମ୍ୟାନ

ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋରର ନୂଆ ଚେୟାରମ୍ୟାନ ହୋଇଛନ୍ତି ପ୍ରଥମେଶ ମିଶ୍ର । ଆଜି ତାଙ୍କୁ ଏହି ନୂଆ ଦାୟିତ୍ୱ ମିଳିଛି । ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଫ୍ରାଞ୍ଚାଇଜ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଆଜି ଡିଆଗୋ ବରିଷ୍ଠ ଅଧିକାରୀ ପ୍ରତମେଶ ମିଶ୍ରଙ୍କୁ

ଖେଳରତ୍ନ ଲାଗି ଅଶ୍ୱିନୀ ଓ ମିତାଲିଙ୍କ ନାମ ସୁପାରିସ୍‌

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ପାଇଁ ବିସିସିଆଇ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଓ ମହିଳା ଦିନିକିଆ ଦଳର କ୍ୟାପଟେନ ମିତାଲି ରାଜଙ୍କ ନାମ ସୁପାରିସ କରିଛି । ଅନ୍ୟପକ୍ଷେ କେଏଲ ରାହୁଲ, ଯଶପ୍ରୀତ ବୁମରା ଓ ଶିଖର ଧାୱନଙ୍କ ନାମ ଅର୍ଜୁନ

ଅକ୍ଟୋବର ୧୭ରୁ ୟୁଏଇ ଓ ଓମାନରେ ଆୟୋଜିତ ହେବ ଟି-୨୦ ବିଶ୍ୱକପ

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୧୭ ତାରିଖରୁ ୟୁଏଇ ଓ ଓମାନରେ ଖେଳାଯିବ ଟି-୨୦ ବିଶ୍ୱକପ । ଆଜି ଆଇସିସି ପକ୍ଷରୁ ଏଭଳି ସୂଚନା ଦିଆଯାଇଛି । କରୋନା ମହାମାରୀ ଯୋଗୁଁ ଭାରତରେ ଆୟୋଜନ ହେବାକୁ ଥିବା ଏହି ବଡ଼ ଟୁର୍ଣ୍ଣାମେଣ୍ଟ ୟୁଏଇ ଓ ଓମାନରେ ଖେଳାଯିବ । ୟୁଏଇର ଆବୁଧାବି, ଦୁବାଇ ଇଣ୍ଟର