ଗାଈ ଜନ୍ମ ଦେଲା ଅଦ୍ଭୁତ ବାଛୁରୀ ଛୁଆ
ଭଦ୍ରକ: ମାଆର ମମତା ଅତୁଳନୀୟ । ମାଆର ଆଖି ଦେଖେନା କିଏ ଭଲ ଆଉ କିଏ ଖରାପ । ମଣିଷ ହେଉ ଅବା ପଶୁ ସମସ୍ତେ ନିଜ ନିଜ ପିଲାମାନଙ୍କ ପାଇଁ ଉଜାଡିଦିଅନ୍ତି ମମତା । ଏଭଳି ଏକ ହୃଦୟସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ସୁନ୍ଦରପୁରରେ । ଭଦ୍ରକ ଜିଲ୍ଲା ଚାନ୍ଦବାଲି!-->…