Odia News Portal
Browsing Tag

Covid

କୋଭିଡରେ ମୃତ୍ୟୁବରଣ କରିଥିବା ୧୭ ସାମ୍ବାଦିକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୋଭିଡରେ ମୃତ୍ୟୁବରଣ କରିଥିବା ସାମ୍ବାଦିକଙ୍କ ପରିବାରକୁ ସହାୟତା ଘୋଷଣା କରାଯାଇଛି । ମୃତ ୧୭ ଜଣ ସାମ୍ବାଦିକଙ୍କ ପରିବାରକୁ ଅନୁକମ୍ପା ରାଶି ମଂଜୁର ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୧୫ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ମଂଜୁର ହୋଇଛି । ୧୭ ଜଣଙ୍କ ମଧ୍ୟରେ ଗଂଜାମରୁ

ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା, ଜାଣନ୍ତୁ କଣ କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକ ଆଜି ରାଜ୍ୟରେ କୋଭିଡର ସ୍ଥିତି, ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତି ଏବଂ କୋଭିଡ ସହାୟତା ସଂପର୍କରେ ସମୀକ୍ଷା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗତ କିଛି ସପ୍ତାହ ହେଲା ରାଜ୍ୟରେ ପଜିଟିଭିଟି ହାର କମିଥିଲେ ମଧ୍ୟ, କେତେକ

ସାଢ଼େ ୧୧ଟାରେ ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍ ସମୀକ୍ଷା

ଭୁବନେଶ୍ୱର: କୋଭିଡ ମୁକାବିଲା ନେଇ ଆଜି ସାଢ଼େ ୧୧ଟାରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ ଉପସ୍ଥିତ ରହିବେ । ସ୍ୱାସ୍ଥ୍ୟ ବିଭାଗ ଏସିଏସ ମଧ୍ୟ ଉପସ୍ଥିତ ରହିବେ । ତେବେ ମୁଖ୍ୟମନ୍ତ୍ରୀ କଣ କହିବେ ତାଉପରେ ରହିଛି ମସ୍ତଙ୍କ ନଜର ।

ସମରେ କୋଭିଡରୁ ସୁସ୍ଥ ହେଲେ ୯୪ ବର୍ଷୀୟ ବୃଦ୍ଧ

ଭୁବନେଶ୍ୱର: ସମ୍ କୋଭିଡ ହସ୍ପିଟାଲ୍ରେ କୋଭିଡ୍-୧୯ କୁ ପୁଣି ପରାସ୍ତ କଲେ ଜଣେ ବୟୋଜ୍ୟେଷ୍ଠ । ପୁରୀ ଅଂଚଳର ୯୪ ବର୍ଷୀୟ ବୃଦ୍ଧ ସୁରଥ ରାଉତରାୟ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କୋଭିଡ ସଂକ୍ରମିତ ହେବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱର ସମ୍ କୋଭିଡ ହସ୍ପିଟାଲ୍ରେ ଗତ

ସାରା ରାଜ୍ୟରେ ଚାଲିବ ବସ୍

ଭୁବନେଶ୍ୱର: ସାରା ରାଜ୍ୟରେ ଚାଲିବ ବସ୍ । ତେବେ କେବଳ ପୁରୀକୁ ଛାଡ଼ିଦେଲେ ବାକି ସମସ୍ତ ଜିଲ୍ଲାରେ ବସ ଚଳାଚଳ ହେବ । ଏଥିଲାଗି କୌଣସି ସମୟ ସୀମା ମଧ୍ୟ ରହିନଥିବା କୁହାଯାଇଛି । ବସରେ ଯେତିକି ସିଟ ସେତିକି ଯାତ୍ରୀ ବସିକି ଯାଇପାରିବେ । ଅଧିକ ଯାତ୍ରୀଙ୍କୁ ମନା କରାଯାଇଛି । ତେବେ ବାହୁଡ଼ା

କରୋନା କଟକଣା ମଧ୍ୟରେ ଚାଲିଛି ମହାପ୍ରଭୁଙ୍କ ନବଯୌବନ ଦର୍ଶନ

ପୁରୀ: ଦଇତାପତିଙ୍କ ଗୁପ୍ତ ସେବାରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନବଯୌବନ ପାଇଛନ୍ତି ଶ୍ରୀଜିଉ । ଗତକାଲି ଶ୍ରୀଜିଉଙ୍କ ନେତ୍ରଉତ୍ସବ ଓ ନବଯୌବନ ଦର୍ଶନ ନୀତି ସମ୍ପନ୍ନ ହୋଇଛି । ଏବେ ନବଯୌବନ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । କିନ୍ତୁ କରୋନା କଟକଣା ପାଇଁ ବିନା ଭକ୍ତରେ ନବଯୌବନ ଦର୍ଶନ

କରୋନା କଟକଣାକୁ ଭୁଲି ଧୁମ୍ ନାଚିଲେ ପୋଲିସ ବାବୁ

ରାଉରକେଲା: ମୋର ସାଦି କରାଇ ଦେରେ, ମୋର ଟୋଡ଼ି ବନାଇ ଦେ । ଏହି ଗୀତ ବାଜୁଛି । ଆଉ ପୋଲିସ ବାବୁ ଧୁମ ନାଚୁଛନ୍ତି । ତେବେ ପୋଲିସ ବାବୁ ନାଚିବା କିଛି ଅସୁବିଧା ନାହିଁ । ବ୍ୟକ୍ତିିଗତ ଜୀବନ କଥା । ମାତ୍ର ଆଇନର ପାଠ ପଢ଼ାଉଥିବା ପୋଲିସ ବାବୁ କରୋନା କଟକଣାକୁ ଫୁ କରି ଦେଇଥିବା ଏହେବ ଚର୍ଚ୍ଚାର

କୋଭିଡ କଟକଣା ମଧ୍ୟରେ ଚାଲିଛି ଅଣସର ନୀତି

ପୁରୀ: କୋଭିଡ କଟକଣା ମଧ୍ୟରେ ଚାଲିଛି ମହାପ୍ରଭୁଙ୍କ ଅଣସର ନୀତି । ଅଲାରନାଥରେ ଶ୍ରୀଜିଉଙ୍କ ଅଣସର ନୀତି ଚାଲିଛି । କଟକଣା ଲାଗି ବିନା ଭକ୍ତରେ ଚଳିତବର୍ଷ ନୀତି କରାଯାଉଛି । ପୂର୍ବ ବର୍ଷ ଗୁଡ଼ିକରେ ମହାପ୍ରଭୁଙ୍କ ଦର୍ଶନ ଲାଗି ଅଲାରନାଥ ମନ୍ଦିରରେ ଲାଗୁଥିଲା ପ୍ରବଳ ଭିଡ଼ । ମାତ୍ର ଚଳିତ ବର୍ଷ

ଖୁବଶୀଘ୍ର ମେଡିକାଲରୁ ଡିସଚାର୍ଜ ହେବେ ତାରା

ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ହୋଇ ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକତ୍ସିତ ହେଉଛନ୍ତି ଜୟପୁର ବିଧାୟକ ତଥା କଂଗ୍ରେସର ଟାଣୁଆଁ ନେତା ତାରା ବାହିନୀପତି । ସଦ୍ୟ ସୂଚନା ମୁତାବକ ଧିରେ ଧିରେ ସୁସ୍ଥ ହେବାକୁ ଲାଗିଛନ୍ତି ତାରା । କରୋନାର ଲକ୍ଷଣ ଦେଖାଦେବା ପରେ ମେଡିକାଲରେ

ଇଣ୍ଡିଗୋ ଏୟାରଲାନ୍ସର ଅଫର, ଟିକା ନେଇଥିବା ଲୋକଙ୍କୁ ମିଳିବ ସ୍ୱତନ୍ତ୍ର ରିହାତି

ନୂଆଦିଲ୍ଲୀ: ଦେଶରେ ଟିକାକରଣ କରିବାକୁ ସରକାର ଅନବରତ ସଚେତନ କରିଚାଲିଛନ୍ତି। ଟିକାକରଣକୁ ସମର୍ଥନ କରିବା ଉଦ୍ଦେଶ୍ୟରେ ବିଭିନ୍ନ କ୍ଷେତ୍ରରେ ଆକର୍ଷଣୀୟ ଅଫର୍ ମଧ୍ୟ ପ୍ରଦାନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଭାରତର ଟିକାକରଣ କାର‌୍ୟ୍ୟକ୍ରମକୁ ସମର୍ଥନ କରିବା ଉଦ୍ଦେଶ୍ୟରେ ଇଣ୍ଡିଗୋ