Odia News Portal
Browsing Tag

Covid

ପ୍ରକାଶ ପାଇଲା ସିବିଏସ୍‌ଇ ଦଶମ ପରୀକ୍ଷା ଫଳ

ସବୁ ଅପେକ୍ଷାର ଅନ୍ତ ହୋଇଛି। ଶେଷରେ ପ୍ରକାଶ ପାଇଛି କେନ୍ଦ୍ରୀୟ ପ୍ରାଥମିକ ଶିକ୍ଷା ବୋର୍ଡ (ସିବିଏସଇ) ୧୦ମ ପରୀକ୍ଷା ଫଳ। ମଧ୍ୟାହ୍ନ ୧୨ରେ ସିବିଏସ୍‌ଇର ଅଫିସିଆଲ ସାଇଟ୍‌ cbseresults.nic.inରେ ପ୍ରକାଶ ପାଇଛି ଫଳାଫଳ। ୧୮ ଲକ୍ଷ ଛାତ୍ରଛାତ୍ରୀ ଦଶମ

ଆଜି ଖୋଲିଲା ମା ସମଲେଶ୍ୱରୀଙ୍କ ମନ୍ଦିର

ଆଜି ଖୋଲିଲା ସମ୍ବଲପୁର ଅଧିଷ୍ଟାତ୍ରି ଦେବୀ ମାଆ ସମଲେଶ୍ୱରୀଙ୍କ ମନ୍ଦିର । ମାଆ ସମଲେଶ୍ୱରୀଙ୍କ ଦର୍ଶନ କଲେ ଶ୍ରଦ୍ଧାଳୁ । ସମଲେଶ୍ଵରୀ ମନ୍ଦିର ସହିତ ଜିଲ୍ଲାର ଅନ୍ୟ ମନ୍ଦିରଗୁଡିକ ମଧ୍ୟ ଖୋଲାଯାଇଛି । ସମଲେଶ୍ଵରୀ ମନ୍ଦିରରେ ଯେମତି ଭିଡ ନ ଜମେ ସେଥି ପାଇଁ ଝଙଚ ଜାରି କରିଛି ଜିଲ୍ଲା

ଆଜିଠୁ ଖୋଲିଲା ନନ୍ଦନକାନନ

ଆଜିଠୁ ଖୋଲିଲା ନନ୍ଦନକାନନ । ଦୀର୍ଘ ତିନି ମାସ ପରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ । କରୋନା ସଂକ୍ରମଣ ମାମଲା ଦିନକୁ ଦିନ ସାମାନ୍ୟ କମୁଥିବାବେଳେ କରୋନା ଗାଇଡ ଲାଇନ ପାଳନ କରି ସବୁ ଖୋଲାଯିବ। ପୁଣି ଚିଡିଆଖାନାରେ ବିଭିନ୍ନ ପଶୁପକ୍ଷୀ ବୁଲି

ଆସନ୍ତା ୩ରୁ ଖୋଲିବ ମା ସମଲେଶ୍ୱରୀଙ୍କ ମନ୍ଦିର

ଆସନ୍ତା ୩ ତାରିଖରୁ ମା’ ସମଲେଶ୍ବରୀଙ୍କ ମନ୍ଦିର ଖୋଲିବ । ଶ୍ରଦ୍ଧାଳୁ କରିପାରିବେ ଦର୍ଶନ । ମନ୍ଦିର ଖୋଲିବା ନେଇ ଟ୍ରଷ୍ଟ୍ ବୋର୍ଡ ସଭାପତି ସଞ୍ଜୟ ବାବୁ ସୂଚନା ଦେଇଛନ୍ତି । ତେବେ ଜିଲ୍ଲା ପ୍ରଶାସନ ସହ ଆଲୋଚନା ପରେ ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି ।

ଆସନ୍ତା କାଲି ଠାରୁ ଖୋଲିବ ନନ୍ଦନ କାନନ ପ୍ରାଣୀ ଉଦ୍ୟାନ

ଆସନ୍ତକାଲିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ପ୍ରାୟ ତିନି ମାସ ଧରି ବନ୍ଦ ଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି କର୍ତ୍ତୃପକ୍ଷ । ତେବେ କରୋନା କାଳରେ ପର୍ଯ୍ୟଟକଙ୍କ ପାଇଁ କ’ଣ ରହିବ ଗାଇଡଲାଇନ୍ ତାକୁ ଅପେକ୍ଷା କରାଯାଇଛି । ଏନେଇ

ରାଜଧାନୀରେ ଖୋଲିବ ହଲ୍ ଏବଂ ମଲ୍‌

ଅଗଷ୍ଟ ଗାଇଡ୍ ଲାଇନ ଅନୁଯାୟୀ ସୋମବାରଠୁ ରାଜଧାନୀରେ ଖୋଲିଛି ପାର୍କ । ସେହିପରି ମଲ୍ ଏବଂ ସିନେମା ହଲ ଗୁଡିକ ଖୋଲିବା ପୂର୍ବରୁ ସାନିଟାଇଜ୍ କରାଯାଇଛି । ଭିଡ଼ ଏଡ଼ାଇବାକୁ ମଲ ଗୁଡିକରେ ଲଗାଇଯାଇଛ ଫୁଟ୍ କାଉଣ୍ଟ ମେସିନ୍ । ଫଳରେ ମଲକୁ କେତେ ଲୋକ ପଶିଲେ, କେତେ ବାହାରିଲେ ଜଣାପଡ଼ିବ ।

ଆଜିଠୁ ଗଡୁନି ମୋ ବସ୍‌, ଧାରଣାରେ ଡ୍ରାଇଭର

ଧାରଣାରେ ମୋ ବସ୍ ଡ୍ରାଇଭର । ରାଜଧାନୀରେ ଆଜି ଗଡୁନି ମୋ ବସ୍ । ଦରମା ବୃଦ୍ଧି ସମେତ ବିଭିନ୍ନ ଦାବି ନେଇ ଧାରଣାରେ ବସିଛନ୍ତି ମୋ ବସ୍ କର୍ମଚାରୀ । ବର୍ତ୍ତମାନ ଦିନକୁ ୮ ଘଣ୍ଟା ଡ୍ୟୁଟି ହିସାବରେ ମାସକୁ ଦରମା ମିଳୁଛି ୧୨ ହଜାର ଟଙ୍କା । ଏତିକି ଟଙ୍କାରେ ପରିବାର ପୋଷିବା କଷ୍ଟ ହେଉଛି

କଟକଣା ଭିତରେ ଖୋଲିଲା କୋଣାର୍କ ସୂର୍ଯ୍ୟ ମନ୍ଦିର

କୋଭିଡର ଦ୍ବିତୀୟ ଲହର ପାଇଁ ଅପ୍ରେଲ ମାସ ୧୫ ତାରିଖଠାରୁ ବନ୍ଦ ଥିବା ବିଶ୍ଵ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ଆଜିଠାରୁ ପର୍ଯ୍ୟଟକମାନଙ୍କ ପାଇଁ ଖୋଲିଛି। ଦୀର୍ଘ ଦିନ ଧରି ବନ୍ଦ ଥିବା ସୂର୍ଯ୍ୟ ମନ୍ଦିର ସୋମବାର ସକାଳ ୬ଟାରେ ପ୍ରଥମେ ମୁଖ୍ୟ ଫାଟକ ଖୋଲିବା ପରେ ଦେଖିବାକୁ ମିଳିଥିଲା

୫ ରୁ ଖୋଲିବ ଭିତର କନିକା

ଅଗଷ୍ଟ ୫ ତାରିଖରୁ ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ। ରାଜନଗର ବନଖଣ୍ଡ ଅଧିକାରୀ ଡ. ଯଜ୍ଞଦତ୍ତ ପତି ଦେଇଛନ୍ତି ଏହି ସୂଚନା।-ADVERTISEMENT- ଅଗଷ୍ଟ ମାସର କରୋନା କଟକଣା ଗାଇଡ୍‌ଲାଇନ୍ ଆସିବା ପରେ ବନ ବିଭାଗ ପକ୍ଷରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକାକୁ

ଢେଙ୍କାନାଳ ଜିଲ୍ଲାର କୋଭିଡ ପରିଚାଳନା ବ୍ୟବସ୍ଥା ଓ ସ୍ଥିତି ସମୀକ୍ଷା

ଆଜି ଜିଲ୍ଲା କାର୍ଯ୍ୟଳୟସ୍ଥ ସଦ୍ଭାବନା ହଲଠାରେ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରା ଜିଲ୍ଲାର କୋଭିଡ ପରିଚାଳନା ବ୍ୟବସ୍ଥା ଓ ସ୍ଥିତି ସମୀକ୍ଷା କରିଛନ୍ତି । ସମ୍ପ୍ରତି ଜିଲ୍ଲାରେ କୋରନା ପଜିଟିଭିଟି ସଂଖ୍ୟା ପ୍ରାୟ ସ୍ଥିର ରହୁଥିବାରୁ , ସଂକ୍ରମଣ ଯେପରି ବୃଦ୍ଧି ନ ଘଟେ ସେଥି ପାଇଁ