Odia News Portal
Browsing Tag

Covid

ଚାରିଧାମ ଯାତ୍ରା ଆଜିଠୁ ଆରମ୍ଭ , କୋଭିଡ୍ ରିପୋର୍ଟ ବାଧ୍ୟତାମୂଳକ

ବହୁପ୍ରତିକ୍ଷୀତ ଚାରିଧାମ ଯାତ୍ରା ଆଜିଠାରୁ ଆରମ୍ଭ ହୋଇଯାଇଛି। ଉତ୍ତରାଖଣ୍ଡର ପ୍ରସିଦ୍ଧ ଧର୍ମସ୍ଥଳୀ ପାଇଁ ଯିବାକୁ ହେଲେ ଶ୍ରଦ୍ଧାଳୁଙ୍କୁ ୭୨ ଘଣ୍ଟା ଭିତରର କୋଭିଡ ରିପୋର୍ଟ ସାଥୀରେ ଆଣିବାକୁ ପରାମର୍ଶ ଦିଆଯାଇଛି। ଏନେଇ ଶୁକ୍ରବାର ରାଜ୍ୟ ସରକାର ଗାଇଡଲାଇନ ଜାରି କରିଛନ୍ତି। 

ଆଜିଠୁ ୫ଦିନ ବନ୍ଦ ରହିବ ଭୁବନେଶ୍ୱର ଉପଜିଲ୍ଲାପାଳ ଓ ତହସିଲ୍ କାର୍ଯ୍ୟାଳୟ

ଭୁବନେଶ୍ୱର: ଭୁବନେଶ୍ୱର ଉପ ଜିଲାପାଳଙ୍କ କାର୍ୟ୍ୟାଳୟ ଓ ତହସିଲ କାର୍ୟ୍ୟାଳୟରେ କେତେକ କର୍ମଚାରୀ କୋଭିଡ ସଂକ୍ରମିତ ଚିହ୍ନଟ ହେବାପରେ ଉଭୟ କାର୍ୟ୍ୟାଳୟକୁ ବନ୍ଦ ରଖାଯାଇଛି। ଏହି ଦୁଇ କାର୍ୟ୍ୟାଳୟରେ ୭ ଜଣ କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଉପଜିଲାପାଳଙ୍କ କାର୍ୟ୍ୟାଳୟର ୪

ବଢ଼ିବନି ମୂର୍ତ୍ତି ଉଚ୍ଚତା: SRC

ଭୁବନେଶ୍ୱର: ମା' ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ବଢ଼ିବ ନାହିଁ। ଏନେଇ ସ୍ପଷ୍ଟ କରିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର(ଏସ୍ଆର୍ସି) ପ୍ରଦୀପ ଜେନା। ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, ଅଗଷ୍ଟ ୯ରେ ଜାରି ଗାଇଡଲାଇନ୍ ଆଗାମି ଦିନରେ ବଳବତ୍ତର ରହିବ। ଆମେ ଏବେ ଅତି କଠିନ

ପୁଣିଥରେ ମନ୍ତ୍ରୀ ଓ ବିଧାୟକଙ୍କ ହେବ କରୋନା ଟେଷ୍ଟ

ଭୁବନେଶ୍ୱର: ପୁଣି ମନ୍ତ୍ରୀ ଓ ବିଧାୟକଙ୍କ ହେବ କୋଭିଡ ଟେଷ୍ଟ । ଏନେଇ ବିଧାନସଭାର ସବୁ ସଦସ୍ୟଙ୍କୁ ବିଧାନସଭା ସଚିବ ଚିଠି କରିଛନ୍ତି । ଆସନ୍ତା ୧୦ ଓ ୧୧ ତାରିଖରେ ବିଧାନସଭା ପରିସରରେ ସମସ୍ତଙ୍କ ଆରଟିପିସିଆର ଟେଷ୍ଟ କରାଯିବ । ବିଧାୟକ, ସେମାନଙ୍କ ଡ୍ରାଇଭର, ପିଏସଓ, ଅଫିସର ଓ

ପୁରୀ ଶ୍ରୀମନ୍ଦିରରେ ଘଟିଛି ଅଭାବନୀୟ ଘଟଣା

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦୀର୍ଘଦିନ ପରେ ପୁରୀ ଜଗନ୍ନାଥ ମନ୍ଦିର ଖୋଲିବାକୁ ଅନୁମତି ମିଳିଥିଲେ ମଧ୍ୟ ବର୍ତ୍ତମାନ କଟକଣାକୁ ପାଳନ କରି ଭକ୍ତମାନେ ଜଗନ୍ନାଥଙ୍କୁ ଦର୍ଶନ କରୁଛନ୍ତି । ହେଲେ ଜଣେ ଭକ୍ତ ଗର୍ଭଗୃହ ମଧ୍ୟକୁ ଯାଇ ରତ୍ନସିଂହାସନ ଛୁଇଁଛନ୍ତି ।ସୁଚନା ଅନୁସାରେ

ସେପ୍ଟେମ୍ବର ମାସ ପାଇଁ କୋଭିଡ କଟକଣା କୋହଳ, ବିବାହ ଏବଂ ଅନ୍ତ୍ୟେଷ୍ଟି କାର୍ଯ୍ୟରେ ମୋଟ ୨୫୦ ଜଣଙ୍କୁ ଅନୁମତି

ସେପ୍ଟେମ୍ବର୧ ତାରିଖଠାରୁ ଅକ୍ଟୋବର ମାସ ଶେଷ ପର୍ଯ୍ୟନ୍ତ କୋଠିଡ ଗାଇଡଲାଇନ ବଳବତ୍ତର ରଖିଛନ୍ତି ରାଜ୍ୟ ସରକାର । ତେବେ ଏହି ସମୟରେ ବିଭିନ୍ନ କାର୍ଯ୍ୟ ପାଇଁ କୋହଳ କରିଛନ୍ତି କଟକଣା । ଏପରିକି ପୁର୍ବରୁ ଭୁବନେଶ୍ୱର, କଟକ ଏବଂ ପୁରୀରେ ଲାଗି ରହିଥିବା ସପ୍ତାହନ୍ତ ସଟ୍‌ଡାଉନକୁ ଉଠାଇ

୧୨ ଘଣ୍ଟା ପାଇଁ ମୟୁରଭଞ୍ଜ ବନ୍ଦ

୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା । ୧୦ ଦଫା ଦେବି ନେଇ ଜିଲ୍ଲା ପେସା ଗ୍ରାମସଭା ସଂଗଠନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଏହାର ପ୍ରଭାବ ବାରିପଦା ସହର ଭିତରେ କାଁ ଭାଁ ଦେଖିବାକୁ ମିଳିଛି । ପୋଲିସ ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି । ସୂଚନା ଅନୁସାରେ,

ତୃତୀୟ ଲହରକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

କରୋନାର ସମ୍ଭାବିତ ୩ୟ ଲହର ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ । ଏହି ବୈଠକ ଅପରାହ୍ନ ୩ଟା ୩୦ରେ ହେବ । ବୈଠକରେ କରୋନାର ବର୍ତ୍ତମାନର ସ୍ଥିତି ଉପରେ ଚର୍ଚ୍ଚା ହେବ । ଏଥି ସହିତ ମହାମାରୀରୁ ବର୍ତ୍ତିବା ପାଇଁ ଏପର୍ଯ୍ୟନ୍ତ ନିଆଯାଇଥିବା ସମସ୍ତ

କରୋନା କଟକଣା ମଧ୍ୟରେ ଆରମ୍ଭ ହେଲା ୨୦୨୦ ଗ୍ରୀଷ୍ଣକାଳୀନ ପାରା ଅଲମ୍ପିକ୍ସ

ଜାପାନରେ ବଢୁଥିବା କରୋନା ସଂକ୍ରମଣ ମଧ୍ୟରେ ଆରମ୍ଭ ହୋଇଛି ୨୦୨୦ ଗ୍ରୀଷ୍ମ ପାରା ଅଲମ୍ପିକ୍ସ । ୧୬୨ଦେଶର ୪,୪୦୦ କେଳାଳୀ ଏଥିରେ ଅଶଂ ଗ୍ରହଣ କରିକ ନିଜ ଦେଶ ପାଇଁ ପଦକ ଜିତି ଇତିହାସ ରଚିବାକୁ ଆଶା ବାନ୍ଧିଛନ୍ତି । ଜାପାନର ସମ୍ରାଟ ନାରୁହିତୋଙ୍କ ଦ୍ୱାରା ଆଜି ଏହା ଆନୁଷ୍ଠାନିକ ଭାବରେ

ଗ୍ରୀନ୍‌ଲ୍ୟାଣ୍ଡରେ ବର୍ଷା , ବିଶ୍ୱ ପାଇଁ ବିପଦ

ନୂଆଦିଲ୍ଲୀ: ପ୍ରଥମଥର ପାଇଁ ଗ୍ରୀନ୍‌ଲାଣ୍ଡରେ ବର୍ଷା।  ବରଫାବୃତ ଗ୍ରୀନ୍‌ଲାଣ୍ଡରେ ପ୍ରଥମ ଥର ବର୍ଷା ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।  ବିଶେଷ କରି ପରିବେଶବିତ୍‌ମାନେ ଚିନ୍ତିତ ହୋଇ ପଡ଼ିଛନ୍ତି। ସେମାନଙ୍କ ମତରେ ଗ୍ରୀନ୍‌ଲାଣ୍ଡରେ ବର୍ଷା ଜଳବାୟୁ ପରିବର୍ତ୍ତନର ବଡ଼ ପ୍ରଭାବ।