Odia News Portal
Browsing Tag

Covid

ଓଡ଼ିଆ ଅଭିନେତ୍ରୀ ଉଷସୀ ମିଶ୍ର କୋଭିଡ଼ ପଜିଟିଭ୍

ଭୁବନେଶ୍ୱର:ଜଣାଶୁଣା ଓଲିଉଡ଼ ଅଭିନେତ୍ରୀ ଉଷସୀ ମିଶ୍ର କୋଭିଡ଼୍-୧୯ ପରୀକ୍ଷା କରିଥିଲେ। ଇନଷ୍ଟାଗ୍ରାମରେ ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ଉଷସୀ କହିଛନ୍ତି, ଜ୍ୱର ହେବା ପରେ ସେ ଆରଟିପିସିଆର ପରୀକ୍ଷା ପାଇଁ ଯାଇଥିଲେ। ମଙ୍ଗଳବାର ରିପୋର୍ଟ ପାଇବା ପରେ ସେ ପଜିଟିଭ ଥିବା ଜାଣିଥିଲେ।ଗତ

ରାଜଧାନୀକୁ ପୁଣି ଫେରିଲା କଣ୍ଟେନମେଣ୍ଟ

ଭୁବନେଶ୍ୱର: କିଛିଦିନର ବିରତି ପରେ ରାଜଧାନୀରେ ଦେଖିବାକୁ ମିଳିଛି କଟକଣା । କରୋନା ପ୍ରକୋପ ପୁଣି ରାଜଧାନୀରେ କାୟା ମେଲାଉଛି । ରାଜଧାନୀ ଭୁବନେଶ୍ୱରକୁ ପୁଣି ଫେରିଛି କରୋନା ସଂକ୍ରମଣ ବିପଦ । ସେଥିପାଇଁ ସହରକୁ କିଛିଦିନର ନୀରବତା ପରେ ପୁଣିଥରେ ଫେରିଛି କଣ୍ଟେନମେଣ୍ଟ ଜୋନ୍ । ରାଜଧାନୀରେ

ବିଏମସିର ନୂଆ ଗାଇଡଲାଇନକୁ ଜୋରଦାର ବିରୋଧ

ଭୁବନେଶ୍ୱର: ରାଜ୍ୟରେ କମିବାର ନାଁ ଧରୁନି କରୋନା ସଂକ୍ରମଣ । ତୃତୀୟ ଲହରକୁ ଦୃଷ୍ଟିରେ ରଖି ବିଏସି ପକ୍ଷରୁ ନୂଆ ଗାଇଡଲାଇନ ଜାରି କରାଯାଇଛି । ଶୀତଦିନ ପାଇଁ ବିଏମସି ଆଣିଥିବା ନୂଆ ଗାଇଡ଼ ଲାଇନକୁ ଜୋରଦାର ବିରୋଧ । କରୋନା ସଂକ୍ରମଣକୁ ରୋକିବା ପାଇଁ ବିବାହ ବ୍ରତ ଓ ଶୁଦ୍ଧିକ୍ରିୟାରେ ୫୦ଜଣରୁ

ରାଜ୍ୟରେ କରୋନା ପରିସ୍ଥିତି ନେଇ ଏମିତି କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ଶୀତ ଋତୁରେ ଅନେକ ଲୋକ ଘରେ ରହିବାକୁ ଚାହାନ୍ତି ନାହିଁ। ଯେଉଁଥିପାଇଁ ଭିଡ ହେବାର ସମ୍ଭାବନା ରହିଛି। ସଂଧ୍ୟା ପରେ ଲୋକମାନେ ବାହାରକୁ ବିଶେଷ ଭାବରେ ବାହାରନ୍ତୁ ନାହିଁ। ଯେତିକି ସମୟ ବାହାରେ ଭିଡ କରନ୍ତି , ସେଥିରେ ମଧ୍ୟ କରୋନା ବ୍ୟାପିବାର ଭୟ ରହିଛି। ତାକୁ ପ୍ରତିକାର କରିବା

ଆଜି ଠାରୁ ଆରମ୍ଭ ହେଉଛି ମା’ବିମଳାଙ୍କ ଷୋଳପୂଜା

ଆଜିଠରୁ ଆରମ୍ଭ ହେଉଛି ଷୋଳପୂଜା । ଏହି ଅବସରରେ ଶ୍ରୀମନ୍ଦିରର ଅଧିଷ୍ଠାତ୍ରୀ ଦେବୀ ମା’ ବିମଳାଙ୍କ ପୀଠରେ ଷୋଡଶ ଦିନାତ୍ମକ ପୂଜା ଆରମ୍ଭ ହେବ । ଏଥିପାଇଁ ଗଜପତିଙ୍କ ଶ୍ରୀନଅରରେ ଶ୍ରୋତୀୟ ବ୍ରାହ୍ମଣଙ୍କୁ ବରଣ କରାଯାଉଛି । ରାଜଗୁରୁ ପୁରୋହିତଙ୍କୁ ଗଜପତି ମହାରାଜଙ୍କ ଶ୍ରୀହସ୍ତ ଛୁଆଁ ଗୁଆ

ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ବୈଦ୍ୟୁତିକ ଯାନ ଚାର୍ଜିଂ ଷ୍ଟେସନ

ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ସହରରେ ସାତୋଟି ବୈଦ୍ୟୁତିକ ଯାନ (ଇଭି) ଚାର୍ଜିଂ ଷ୍ଟେସନ୍ ପ୍ରତିଷ୍ଠା ହେବ ଏବଂ ଧୀରେ ଧୀରେ ଅଧିକ ଷ୍ଟେସନ୍ ସାଧାରଣ ତଥା ସାଧାରଣ ପରିବହନ ଯାନ ବ୍ୟବହାର ପାଇଁ ଆସିବ । ଭାରତରେ ଇଭି ଭିତ୍ତିଭୂମିରେ ପ୍ରତିଷ୍ଠିତ କମ୍ପାନୀ ଗୁଡିକର ମୁଖ୍ୟ ମାନଙ୍କ ଉପସ୍ଥିତିରେ

ସ୍କୁଲ ଖୋଲିବାକୁ ଆଇସିଏମଆର ବୈଜ୍ଞାନିକଙ୍କ ପରାମର୍ଶ

ସାରା ଦେଶରେ ମହାମାରୀ କୋରନାକୁ ନେଇ ହାହା କାର ପରିସ୍ଥିତି ସୃଷ୍ଟି ହୋଇଛି । ମାତ୍ର ଏବେ ଦେଶରେ କରୋନା ମାମଲା ଟିକେ ହ୍ରାସ ପାଇଛି । ତେବେ କରୋନାକୁ ଦୃଷ୍ଟିରେ ରଖି ସ୍କୁଲକୁ ବନ୍ଦ ରଖାଯାିଛି । ପିଲାମାନେ ଘରେ ବସି ଅନଲାଇନରେ କ୍ଲାସ କରୁଛନ୍ତି । ତେବେ ଏଭଳି ସ୍ଥିତିରେ ପୁଣି ଥରେ ସ୍କୁଲ

କୋଭିଡ ମୃତ ପରିବାରକୁ ମିଳିବ ସହାୟତା ରାଶି

କୋଭିଡ଼ ମୃତକ ପରିବାରକୁ ସହାୟତା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିବେ ରାଜ୍ୟ ସରକାର । ସଂକ୍ରମିତ ହେବାର ମାସେ ମଧ୍ୟରେ ମୃତ୍ୟୁବରଣ କରିଥିବା କୋଭିଡ଼ ରୋଗୀଙ୍କ ପରିବାରକୁ ୫୦ ହଜାର ଟଙ୍କା ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ କାର୍ଯ୍ୟକାରୀ କରିବା ପାଇଁ

ବାଇଡେନ୍ ନେଲେ ବୁଷ୍ଟର ଡୋଜ୍

ବାଇଡେନ୍ ନେଲେ ବୁଷ୍ଟର ଡୋଜ୍ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କରୋନାର ବୁଷ୍ଟର ଡୋଜ୍ ନେଇଛନ୍ତି । ହ୍ୱାଇଟ୍ ହାଉସରେ ଫାଇଜର ଟିକାର ତୃତୀୟ ଡୋଜ୍ ନେଇଛନ୍ତି ଆମେରିକା ରାଷ୍ଟ୍ରପତି । ଆମେରିକାବାସୀଙ୍କୁ ସେ ବୁଷ୍ଟର ଡୋଜ୍ ନେବାକୁ ପରାମର୍ଶ ଦେଇଛନ୍ତି । ଆମେରିକାରେ ୬୫ ବର୍ଷରୁ

ୟୁଜି ପ୍ରଥମ ବର୍ଷ ୨୦ରୁ କ୍ଲାସରୁମ୍ ପାଠପଢା

ଆସନ୍ତା ୨୦ରୁ କ୍ଲାସରୁମରେ ପାଠ ପଢିବେ ୟୁଜି ପ୍ରଥମ ବର୍ଷର ପିଲା । କଲେଜରେ ପ୍ରଥମ ବର୍ଷ ପିଲାଙ୍କ ପାଇଁ ଶ୍ରେଣୀଗୃହରେ ଆରମ୍ଭ ହେବ ପାଠ । କରୋନା କଟକଣା ସହ କ୍ଲାସ ରୁମରେ ପାଠପଢା ହେବ । ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ନିୟମ ମଧ୍ୟ ପାଳନ ବାଧ୍ୟତାମୂଳକ କରାଯାଇଛି । ଏନେଇ ସବୁ ଭିସି