‘ଭାରତ ବାୟୋଟେକ୍’ର ନାଜାଲ୍ କୋଭିଡ୍ ଟିକାକୁ ବୁଷ୍ଟର ଡୋଜ୍ ଭାବେ ମଞ୍ଜୁରି
ଭାରତ ବାୟୋଟେକର ‘ଇଣ୍ଟ୍ରାନାଜାଲ କୋଭିଡ’ ଟିକାକୁ ୧୮ ବର୍ଷରୁ ଅଧିକ ଲୋକଙ୍କ ପାଇଁ ‘ବୁଷ୍ଟର’ ଡୋଜ୍ ଭାବରେ ବ୍ୟବହାର କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଞ୍ଜୁରି ପ୍ରଦାନ କରିଛି ।
ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଟିକା ପାଇଁ କୌଣସି ସିରିଞ୍ଜ୍ ବ୍ୟବହାର!-->!-->!-->…