Odia News Portal
Browsing Tag

Covid Vaccination in odisha

ଟିକାକରଣ ପାଇଁ ଗାଇଡଲାଇନ ଜାରି

ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟରେ ଆରମ୍ଭ ହେବ ଟିକାକରଣ। ତେବେ ଏନେଇ ସ୍ୱାସ୍ଥ୍ୟ ବିଭାଗର ଗାଇଡଲାଇନ ଜାରି ହୋଇଛି। ଗର୍ଭବତୀ ମହିଳା, ଗୁରୁତର ଅସୁସ୍ଥ, ହସ୍ପିଟାଲରେ ଆଡମିଟ୍‌ ଥିବା ବ୍ୟକ୍ତିଙ୍କୁ କୋଭିଡ ଟିକା ଦିଆଯିବ ନାହିଁ। ଏହାସହ ୧୪ ଦିନ ଭିତରେ ଟିକା ନେଇଥିବା ବ୍ୟକ୍ତିଙ୍କୁ କୋଭିଡ

ଟିକା ନେବେନି ୧୫ହଜାର ସ୍ୱାସ୍ଥ୍ୟକର୍ମୀ

ଭୁବନେଶ୍ୱର: ଅନ୍ୟକୁ ଦେବୁ କିନ୍ତୁ ନିଜେ ନେବୁନି ଟିକା । ଟିକା ନେବା ପାଇଁ ମନାକଲେ ଓଡ଼ିଶା ରାଜ୍ୟ ପୁରୁଷ ଓ ମହିଳା ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ବା ସ୍ୱାସ୍ଥ୍ୟ ପରିଦର୍ଶକ ମିଳିତ ମହାସଂଘର ୧୫ଶହ ସଭ୍ୟ । ପଦବୀ ପରିବର୍ତନ ଓ କ୍ୟାଡର ପୁନଃଗଠନ ଦାବିରେ ସିରିଞ୍ଜ ଛାଡ଼ ଆନ୍ଦୋଳନକୁ ଓହ୍ଲାଇବାକୁ

ଟିକାକରଣ ପାଇଁ ଯିବ ଏସ୍ଏମ୍ଏସ୍

ଭୁବନେଶ୍ୱର: ଦିନକ ପରେ ସାରା ଦେଶରେ ଆରମ୍ଭ ହେବ କରୋନା ପାଇଁ ଟିକାକରଣ। ଏଥିପାଇଁ ସବୁଠି ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ। ଓଡ଼ିଶାରେ ମଧ୍ୟ ଟିକାକରଣକୁ ନେଇ ଜୋରଦାର ପ୍ରସ୍ତୁତି ଚାଲିଛି । ରାଜ୍ୟରେ ଟିକାକରଣକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ଓଡିଶା ଆସୁଛି କରୋନା ଟିକା

ଭୁବନେଶ୍ବର: ଓଡ଼ିଶା ଆସୁଛି କୋଭିଡ଼ ଟିକା । ଆଜି ଓଡିଶାରେ ପହଞ୍ଚିବ କୋଭିଡ଼ ଟିକା କୋଭିସିଲ୍ଡ । ସ୍ୱତନ୍ତ୍ର ସ୍ପାଇସ୍‌ ଜେଟ୍‌ ବିମାନରେ ମୁମ୍ବାଇର ପୁଣେରୁ ଭୁବନେଶ୍ୱର ଆସୁଛି କୋଭିସିଲ୍ଡ ଟିକା । ସୂଚନା ଅନୁଯାୟୀ, ପ୍ରଥମ ଦଫାରେ ଭୁବନେଶ୍ୱରରେ ପହଞ୍ଚିବ କୋଭିସିଲ୍ଡ ଟିକାର ୪୦

୧୬ରୁ ଦେଶରେ ଟିକାକରଣ

ନୂଆଦିଲ୍ଲୀ: ଜାନୁଆରୀ ୧୬ରୁ ସାରା ଦେଶରେ ଟିକାକରଣ । ଜାନୁଆରୀ ୧୬ ତାରିଖରୁ ସମଗ୍ର ଦେଶରେ ଟିକାକରଣ ଆରମ୍ଭ ହେବ। ପ୍ରଥମେ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କରୋନା ଯୋଦ୍ଧାଙ୍କୁ ଦିଆଯିବ ଟିକା । ପ୍ରଥମ ପର୍ଯ୍ୟାୟରେ ଦେଶରେ ପ୍ରାୟ ୩ କୋଟି ଲୋକଙ୍କୁ କରୋନା ଟିକା ଦିଆଯିବାର ଯୋଜନା କରାଯାଇଛି ।