କୋଭାକ୍ସିନ ଓ କୋଭିସିଲ୍ଡ ଟିକାର ସବୁ ଭେରିଆଣ୍ଟ ପ୍ରତି ଫଳପ୍ରଦ
ଭୁବନେଶ୍ୱର: କରୋନା ଟିକା କୋଭାକ୍ସିନ ଓ କୋଭିସିଲ୍ଡ ସବୁ ଭାରିଆଣ୍ଟ ପ୍ରତି ଫଳପ୍ରଦ ବୋଲି ଭାରତୀୟ ଆର୍ୟୁବିଜ୍ଞାନ ଗବେଷଣା ପରିଷଦ (ଆସିଏମ୍ଆର) ମୁଖ୍ୟ ବଳରାମ ଭାର୍ଗବଙ୍କ ସୂଚନା ଦେଇଛନ୍ତି। କୋଭାକ୍ସିନ ଓ କୋଭିସିଲ୍ଡ ଟିକା କୋଭିଡର ସମସ୍ତ ଭାରିଆଣ୍ଟକୁ ମାତ୍ ଦେବାର କ୍ଷମତା ରଖିଛି।!-->…