Odia News Portal
Browsing Tag

coronavirus

ରାଜ୍ୟରେ ଗତ ୨୪ଘଣ୍ଟ ମଧ୍ୟରେ ୧୭୫ କରୋନା ଆକ୍ରାନ୍ତ ଚିହ୍ନଟ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୭୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୦୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୭୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୩୦ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ

ଲକଡାଉନ ସମ୍ଭାବନାକୁ ଏଡ଼ାଇ ହେବନି: ଡ଼ିଏମଇଟି

ଭୁବନେଶ୍ୱର: ମହାରାଷ୍ଟ୍ରରେ କରୋନା ସ୍ଥିତି ଜଟିଳ ହେବା ପରେ କରୋନା ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଲେ ଡ଼ିଏମଇଟି ସିବିକେ ମହାନ୍ତି । ସେ କହିଛନ୍ତି, ବର୍ତମାନ ସ୍ଥିତିରେ ଦୈନିକ ସଂକ୍ରମଣ ନେଇ ଲକଡ଼ାଉନ୍ କଥା ନାହିଁ । ହେଲେ ଲକଡାଉନ ସମ୍ଭାବନାକୁ ଏଡ଼ାଇ ହେବ ନାହିଁ । ମହାରାଷ୍ଟ୍ର ଓ

ମୁଣ୍ଡବ୍ୟଥା ବି ହୋଇପାରେ କରୋନା,ଜାଣନ୍ତୁ ଆଉ ୬ ନୂଆ ଲକ୍ଷଣ

କରୋନା ଭାଇରସ ଦୁନିଆର ପ୍ରଥମ ଭାଇରସ ଯାହା ବିଷୟରେ କରାଯାଉଥିବା ରିସର୍ଚ୍ଚ ଧୀରେ ଧୀରେ ଭୁଲ ପ୍ରମାଣିତ ହେବାରେ ଲାଗିଛି। କରୋନାକୁ ନେଇ ଏବେ ବି କୌଣସି ସଠିକ ତଥ୍ୟ ମିଳିପାରିନାହିଁ। ଏପରି ହେବାର ସବୁଠାରୁ ବଡ କାରଣ ହେଉଛି ସମୟ ସହିତ କରୋନାର ରୂପ ମଧ୍ୟ ପରିବର୍ତ୍ତନ ହେଉଛି ଏବଂ ଏହା ସହିତ…

ଗରମ ଦେଶରେ କମ୍ ମାମଲା

ଭୁବନେଶ୍ୱର()  ସାରା ବିଶ୍ୱରେ କରୋନାକୁ ନେଇ ସୃଷ୍ଟି ହୋଇଛି ଆତଙ୍କ । ଏହା ଧିରେ ଧିରେ ଭାରତରେ ମଧ୍ୟ କରୋନା ଭାଇରସର ପ୍ରଭାବ ଦେଖାଯିବା ପରେ ବଢ଼ିଯାଇଛି ଚିନ୍ତା।  ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ୩୧ ହୋଇଛି, କିନ୍ତୁ ସେମାନଙ୍କ ମଧ୍ୟରୁ ୩ ଜଣ ସଫଳତାର ସହ ଚିକିତ୍ସିତ ହୋଇଛନ୍ତି ।…

ପୁରା ବିଶ୍ୱରେ କରୋନା ବ୍ୟାପିଥିବା ବେଳେ ‘ଆଫି୍ରକା’କୁ କାହିଁକି ଯାଇପାରୁନି ‘କରୋନା’

ନୂଆଦିଲ୍ଲୀ ()ଚୀନରେ କରୋନା ଭାଇରସ ଦ୍ୱାରା ମୃତ୍ୟୁ ସଂଖ୍ୟା ୧୭୭୫ରେ ପହଂଚିଲାଣି । ୭୦ ହଜାର ଲୋକ ସଂକ୍ରମିତ ଅଛନ୍ତି ।ପୁରା ବିଶ୍ୱରେ କରୋନା ବ୍ୟାପିଥିବା ବେଳେ ‘ଆଫି୍ରକା’କୁ କାହିଁକି ଯାଇପାରୁନି ‘କରୋନା’ । ଆସନ୍ତୁ ଜାଣିବା ... ବିଶେଷଜ୍ଞ କହିଛନ୍ତି ଯେ କରୋନା ଭାଇରସ ସଂକ୍ରମିତ…

ଭାରତରେ ୨ କରୋନା ରୋଗୀ ଚିହ୍ନଟ

କୋଲକାତା() ଚୀନରେ ଭୟଙ୍କର ରୂପ ଧାରଣ କରିଛି କରୋନା ଭୂତାଣୁ । ପୂର୍ବରୁ କେରଳରେ କରୋନା ଭାଇରସ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏବେ କୋଲାକାତାରୁ ସମାନ ଖବର ଆସିଛି। ବ୍ୟାଙ୍କକରୁ କୋଲକାତାର ଏନଏସସିବିଆଇ ଏୟାରପୋର୍ଟରେ ଓହ୍ଲାଇଥିବା ୨ ଜଣଙ୍କ ଶରୀରରେ କରୋନା ଭାଇରସ ଚିହ୍ନଟ…

ସାପ କି ବାଦୁଡି ନୁହେଁ, ଏହି ଜୀବଠାରୁ ବ୍ୟାପିଛି କରୋନା ଭାଇରସ

ନୂଆଦିଲ୍ଲୀ() କରୋନା ଭାଇରସ ନେଇ ଲୋକେ ଭୟଭୀତ ଏବଂ ଆତଙ୍କିତ ଅବସ୍ଥାରେ ନିଜର ଜୀବନଯାପନ କରୁଛନ୍ତି । କରୋନା ଭୂତାଣୁର ପ୍ରତିଷୋଧକ ପାଇଁ ବୈଜ୍ଞାନିକ ଓ ଡାକ୍ତରମାନେ ଗବେଷଣାରେ ଲାଗି ପଡ଼ିଛନ୍ତି । ଅନ୍ୟପଟେ କରୋନା ଚୀନରୁ ଡେଇଁ ବିଶ୍ଵର ପ୍ରାୟ ୨୫ ଟି ଦେଶରେ ନିଜର କାୟା ବିସ୍ତାର…

ରାଜ୍ୟରେ ନାହାନ୍ତି କରୋନା ସନ୍ଦିଗ୍ଧ: ସ୍ଵାସ୍ଥ୍ୟ ସଚିବ

ଭୁବନେଶ୍ୱର() ଭାରତ ମୁହାଁ କରୋନା ଭାଇରସ୍ । ଚୀନରେ ବ୍ୟାପିଥିବା କରୋନା ଭାଇରସ୍ ଏବେ କେରଳରେ ଚିହ୍ନଟ ହୋଇଛି। କୋରନା ଭୂତାଣୁ ଦ୍ଵାରା ଆକ୍ରାନ୍ତ ରୋଗୀଙ୍କୁ ଏକ ସ୍ଵତନ୍ତ୍ର ୱାର୍ଡ଼ରେ ରଖି ଚିକିତ୍ସା ଚାଲିଛି। ତାଙ୍କର ସ୍ଵାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ସେପଟେ କରୋନା ସମସ୍ୟା…

ମାଲେସିଆ ଆଡ଼ୁ ଓଡ଼ିଶାକୁ କରୋନା ବିପଦ

ଭୁବନେଶ୍ୱର() ଓଡ଼ିଶାକୁ ମାଲେସିଆ ଆଡ଼ୁ କରୋନା ବିପଦ ରହିଛି । ମାଲେସିଆରେ ୩ ଜଣ ‘କରୋନା ଭାଇରସ’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମାଲେସିଆରୁ ସିଧାସଳଖ ଭୁବନେଶ୍ୱର ବିମାନ ଚଳାଚଳ କରୁଥିବାରୁ ଭୂତାଣୁ ସଂକ୍ରମଣ ଆଶଙ୍କା ଅଧିକ ରହୁଛି । ତେଣୁ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ସ୍କି୍ରଂନି…