Odia News Portal
Browsing Tag

corona

କରୋନା ସଂକ୍ରମଣରୁ ପିଲାଙ୍କୁ ସୁରକ୍ଷା ଦେଇପାରେ ମିଳିମିଳା ଟିକା

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ସିରିନଥିବା ବେଳେ ତୃତୀୟ ଲହରକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ତୃତୀୟ ଲହର ସୁଦ୍ଧା ଟିକାଦାନ ଉପରେ ଗୁରୁତ୍ୱ ଦିଆଯାଇଛି । ଏବେ ୧୮ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିମାନେ ଟିକା ନେଉଛନ୍ତି । ତେବେ ଦେଶରେ ଛୋଟ ଶିଶୁଙ୍କ ଲାଗି ଟିକା ଆସିନାହିଁ । ସୂଚନା

ଦୁଇ ଶିଶୁଙ୍କୁ ଅନାଥ କରିଦେଲା କରୋନା

ଯାଜପୁର: ଦୁନିଆ କଣ ଜାଣିବା ଆଗରୁ କରୋନା କରିଦେଲା ଅନାଥ । ବାପା ମା ଛେଉଣ୍ଡ ହୋଇଗଲେ ଦୁଇ କୁନି କୁନି ପିଲା । ଜଣେ କୋଳ ଛାଡିନି ଆଉ ଜଣେ ଭଲରେ ଚାଲିବା ଶିଖିନି । ଏମିତିକା ବୟସରେ ବାପା, ମା ଡକାଡକି ହୋଇ ଆରପାରିକୁ ଚାଲିଗଲେ ହେଲେ ଦୁଖ ଦରିଆରେ ଏକା ହୋଇଗଲେ ଏହି ଦୁଇ ଶିଶୁ । ଯାଜପୁର

ନବମ ଓ ଦଶମ ଶ୍ରେଣୀର ଶତକଡ଼ା ୩୦ ପ୍ରତିଶତ ସିଲାବସ ହ୍ରାସ

ଭୁବନେଶ୍ୱର: କରୋନା ମହାମାରୀ ଯୋଗୁଁ ସ୍କୁଲ ଖୋଲୁନାହିଁ । ଅନଲାଇନରେ ଛାତ୍ର ଛାତ୍ରୀମାନେ ପାଠ ପଢ଼ୁଛନ୍ତି । ତେବେ ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ମଧ୍ୟ ନବମ ଓ ଦଶମ ଶ୍ରେଣୀର ଶତକଡ଼ା ୩୦ ପ୍ରତିଶତ ପାଠ୍ୟକ୍ରମ ହ୍ରାସ କରାଯାଇଛି । ଆଜି ଏନେଇ ସୂଚନା ଦେଇଛନ୍ତି ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ

ଦେଶରେ ୩କୋଟି ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍ଜନିତ ମହାମାରୀ ସଂକ୍ରମଣସଂଖ୍ୟା ୫୦ ହଜାରରୁ କିଛି ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା ୧.୩ ହଜାରରୁ ସାମାନ୍ୟ ଅଧିକ ଥିବା ରେକର୍ଡ କରାଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ବୁଧବାର ସକାଳ ୮ଟା ସୁଦ୍ଧା ସମଗ୍ର

ରାଜ୍ୟରେ କମୁନି କରୋନା ଜନିତ ମୃତ୍ୟୁ ସଂଖ୍ୟା, ଆଜି ୪୬ ମୁଣ୍ଡନେଲା ମହାମାରୀ

ଭୁବନେଶ୍ୱର: ରାଜ୍ୟରେ ଯଦିଓ କରୋନାର ପ୍ରକୋପ କମିବାରେ ଲାଗିଛି ତଥାପି ମୃତ୍ୟୁ ସଂଖ୍ୟା କମିବାର ନାଁ ଧରୁନି । ପ୍ରତିଦିନ ସେହି ୪୦ରୁ ଉପରକୁ ରହୁଛି ମୃତକଙ୍କ ସଂଖ୍ୟା । ଆଜି ୪୬ଜଣଙ୍କ ମୁଣ୍ଡ ନେଇଛି ମହାମାରୀ । ରାଜ୍ୟରେ ମୃତ ୪୬ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୭

ଆଜି ଦେଶରେ ୧୧୬୭ ମୁଣ୍ଡନେଲା ମହାମାରୀ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୧ ଦିନ ମଧ୍ୟରେ ସବୁଠାରୁ କମ ରେକର୍ଡ ହୋଇଛି। ୨୪ ଘଣ୍ଟାରେ ଆଉ ୪୨,୬୪୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୯୯,୭୭,୮୬୧କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଉ ୧,୧୬୭ ଆକ୍ରାନ୍ତଙ୍କ

ନଜର ପକାନ୍ତୁ ଆଜି ରାଜ୍ୟରେ କଣ ରହିଛି କରୋନା ଅପଡେଟ୍‌

ଭୁବନେଶ୍ୱର: କରୋନାର କାୟା ଧିରେ ଧିରେ କମିବାରେ ଲାଗିଛି । ଦୈନିକ ସଂକ୍ରମଣ ହାର ମଧ୍ୟ ତଳମୁହାଁ ହେବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୨୯୫୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୬୯୮ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୨୫୯

ତୃତୀୟ ଲହରର ପ୍ରଭାବ କମ୍ ରହିବ

ଭୁବନେଶ୍ୱର: ଦ୍ୱିତୀୟ ଲହରର ପ୍ରଭାବ କମି ନଥିବା ବେଳେ ତୃତୀୟ ଲହରକୁ ନେଇ ବହୁ ଆଶା ଆଶଙ୍କା କରାଯାଉଛି । ତେବେ ତୃତୀୟ ଲହରର ପ୍ରଭାବ କମ୍ ରହିବ ବୋଲି ନିରଞ୍ଜନ ମିଶ୍ର । ବିଭିନ୍ନ ଦେଶରେ ତୃତୀୟ ଲହର ଆରମ୍ଭ ହୋଇଥିବା ବେଳେ ଆମ ଦେଶରେ ମଧ୍ୟ ପ୍ରଭାବ ପଡ଼ିବ । ତେବେ ତୃତୀୟ ଲହରର ମୁକାବିଲା

ଆଜି ଦେଶରେ ୧୪୨୨ଜଣଙ୍କ ମୁଣ୍ଡନେଲା କରୋନା

ନୂଆଦିଲ୍ଲୀ: ଦେଶରେ ଦୈନିକ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଯାହାଫଳରେ ଏବେ ଏକ ଲକ୍ଷ ତଳେ ମାମଲା ରହିଛି । ସେହିଅନୁଯାୟୀ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ସଂଖ୍ୟା ମୁତାବକ ଗତ ୨୪ ଘଣ୍ଟା ମଧ୍ୟରେ ନୂତନ ୫୩,୨୫୬ ନୂତନ ମାମଲା ସାମ୍ନାକୁ ଆସିଛି । ଏହାପରେ

ନଜର ପକାନ୍ତୁ ଆଜି ରାଜ୍ୟରେ କଣ ରହିଛି କରୋନା ଅପଡେଟ୍‌

ଭୁବନେଶ୍ୱର: ରାଜ୍ୟରେ କମିବାରେ ଲାଗିଛି ଦୈନିକ ସଂକ୍ରମଣ ହାର । ତେବେ ମୃତ୍ୟୁ ସଂଖ୍ୟା କମିବାର ନାଁ ଧରୁନି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୦୩୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୭୩୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ