Odia News Portal
Browsing Tag

congress

୧୫ ତାରିଖରେ ବାମଦଳର ଓଡ଼ିଶା ବନ୍ଦକୁ ସମର୍ଥନ କରିବ କଂଗ୍ରେସ

ଭୁବନେଶ୍ୱର: କରୋନା ମହାମାରୀ ଯୋଗୁଁ ସାଧାରଣ ଲୋକଙ୍କ ଜୀବନ ଓ ଜୀବିକା ସଙ୍କଟାପନ୍ନ ତା ସାଙ୍ଗକୁ ଡିଜେଲ ଓ ପେଟ୍ରୋଲ ଉପରେ ଟିକସ ବୃଦ୍ଧି ଯୋଗୁଁ ବର୍ତ୍ତମାନ ତୈଳ ଦର ଲିଟର ପିଛା ୧୦୦ ଟଙ୍କାରୁ ଅଧିକ ହେଲାଣି। ଏହାର ସିଧାସଳଖ ପ୍ରଭାବ ମାଲ୍ ଓ ଯାତ୍ରୀ ପରିବହନ ଉପରେ ପଡୁଛି । ସେଥିରେ ତୈଳ ଡର

ପେଟ୍ରୋଲ ଦରବୃଦ୍ଧିକୁ ନେଇ ବିକ୍ଷୋଭ କରିବ କଂଗ୍ରେସ, ୭ରୁ ୧୭ ବିକ୍ଷୋଭ ପ୍ରତିବାଦ

ଭୁବନେଶ୍ୱର: ସାରା ଦେଶରେ ଅହେତୁକ ଭାବରେ ବଢ଼ିବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ଦର । ଯାହାକୁ ବିରୋଧ କରିଛି କଂଗ୍ରେସ । କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ । ଆଜି ଭୁବନେଶ୍ୱର କଂଗ୍ରେସ କାର୍ଯ୍ୟାଳୟରେ ଏକ ପ୍ରେସମିଟ୍ କରାଯାଇଛି । ପ୍ରତିବାଦ କରାଯିବା ନେଇ ଗଣମାଧ୍ୟମକୁ ସୂଚନା

ଦରଦାମ ବୃଦ୍ଧିନେଇ ୧୦ ବ୍ୟାପି ବିକ୍ଷୋଭ କରିବ କଂଗ୍ରେସ

ନୂଆଦିଲ୍ଲୀ: କରୋନା ମହାମାରୀରେ ଲୋକେ କାମ ଧନ୍ଦା ହରାଇଥିବା ବେଳେ ଦରଦାମ କିନ୍ତୁ ଆକାଶ ଛୁଆଁ ହୋଇଛି । ଯାହାକୁ ନେଇ ସବୁଠି ଆରମ୍ଭ ହୋଇଛି । ଦେଶରେ ଇନ୍ଧନର ମୂଲ୍ୟ ବୃଦ୍ଧି ବିରୋଧରେ କଂଗ୍ରେସ ଦେଶବ୍ୟାପୀ ବିକ୍ଷୋଭ କରିବ। ଆଗାମୀ ଜୁଲାଇ ୭ରୁ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ

ବନ୍ଦିତା ପରିଡ଼ା ହେଲେ ରାଜ୍ୟ ମହିଳା କଂଗ୍ରେସ ସଭାପତି

ଭୁବନେଶ୍ୱର: ରାଜ୍ୟ ମହିଳା କଂଗ୍ରେସର ସଭାପତି ହୋଇଛନ୍ତି ବନ୍ଦିତା ପରିଡ଼ା । ଆଜି ଏଆଇସିସିର ସାଧାରଣ ସମ୍ପାଦକ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ଏକ ବିଜ୍ଞପ୍ତି ଜାରି କରି ଏହା ବାବଦରେ ସୂଚନା ଦେଇଛନ୍ତି । କଂଗେୟସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରାଜ୍ୟ ମହିଳା କଂଗ୍ରେସ ସଭାପତି ଭାବରେ

କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେଲେ ରୂପଜ୍ୟୋତି

ଗୌହାଟୀ: ଦୀର୍ଘଦିନର ସସମ୍ପର୍କକୁ କାଟି ହାତ ଛାଡ଼ି ପଦ୍ମ ଧରିଲେ ରୂପଜ୍ୟୋତି କୁରମି । ଆସାମରେ ଜଣେ ଚର୍ଚ୍ଚିତ ଯୁବ କଂଗ୍ରେସ ନେତା ଭାବେ ସେ ବେଶ ପରିଚିତ । ୪ଥର କଂଗ୍ରେସ ପକ୍ଷରୁ ବିଧାନସଭାକୁ ଯାଇଛନ୍ତି । ତେବେ ସେ ଆଜି କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି । ଆସାମ ମୁଖ୍ୟମନ୍ତ୍ରୀ

ରଥଯାତ୍ରାକୁ ନେଇ ରାଜନୀତି

ଭୁବନେଶ୍ୱର: ଆସନ୍ତା ମାସ ୧୪ ତାରିଖରେ ହେବ ରଥଯାତ୍ରା । ତେବେ ଚଳିତ ବର୍ଷ କେବଳ ପୁରୀରେ ହେବ ରଥଯାତ୍ରା । ବିନା ଭକ୍ତରେ ପୂର୍ବ ବର୍ଷ ଚଳିତ ବର୍ଷ ମଧ୍ୟ ରଥଟଣା ହେବ । ତେବେ ରାଜ୍ୟର ଅନ୍ୟ ମନ୍ଦିର ଗୁଡ଼ିକରେ ରଥଯାତ୍ରା କରାଯିବା ନେଇ ବିଭିନ୍ନ ମହଲରୁ ପ୍ରତିକ୍ରିୟା ଆସୁଛି । ଏହାରି ଭିତରେ

ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ

ଭୁବନେଶ୍ୱର: କୋଭିଡ ରିପୋର୍ଟକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ସରକାର ମିଛ କହୁଥିବା କହିଛି କଂଗ୍ରେସ । କୋଭିଡରେ ମୃତ୍ୟୁକୁ ନେଇ ରାଜ୍ୟ ସରକାର ମିଛ କହୁଛନ୍ତି । ମଶାଣୀ ରିପୋର୍ଟ ଓ ସରକାରୀ ରିପୋର୍ଟରେ ତାଳମେଳ ରହୁନାହିଁ । ସରକାର କୋଭିଡ ମୃତ୍ୟୁକୁ ଲୁଚାଉଥିବା

ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର: ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ । ଯାହାକି ନିମ୍ନ ମଧ୍ୟବିତ ପରିବାର ଲୋକଙ୍କ ଉପରେ ହେଉଛି ମହାଙ୍ଗା ମାଡ଼ । ଯାହାର ପ୍ରତିବାଦରେ ଆଜି ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ । ରାଜଧାନୀର ସମସ୍ତ ପେଟ୍ରୋଲ ପମ୍ପ ସମ୍ମୁଖରେ ଧାରଣା ଦେଇଛି କଂଗ୍ରେସ । ଉଭୟ

ପ୍ରିୟଙ୍କାଙ୍କ ଲାଗି କଂଗ୍ରେସ ଛାଡ଼ିଲେ ଜିତିନ୍ ପ୍ରସାଦ

ନୂଆଦିଲ୍ଲୀ: ୟୁପିରେ ପ୍ରିୟଙ୍କା ଗାନ୍ଧୀଙ୍କ ରାଜନୈତିକ ପଦକ୍ଷେପ ଲାଗି କଂଗ୍ରେସ ଛାଡ଼ି ବିଜେପି ଯୋଗ ଦେଇଛନ୍ତି ଜିତିନ୍ ପ୍ରସାଦ । ତେବେ ଏକଥା ଆମେ କହୁନାହୁଁ ଆଜି ବିଜେପିରେ ଯୋଗ ଦେବାପରେ ରାଜନୈତିକ ପଣ୍ଡିତମାନେ ଏଭଳି ମତ ଦେଇଛନ୍ତି । ୨୦୧୯ ନିର୍ବାଚନ ସମୟରୁ ତାଙ୍କୁ ଦଳରେ ଅଣଦେଖା

କଂଗ୍ରେସର କରୋନା ଟିକା ଟାର୍ଗେଟ

ଭୁବନେଶ୍ୱର: କରୋନା ଟିକାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ଶୁକ୍ରବାର ଅନୁଷ୍ଠିତ ଏକ ପ୍ରେସମିଟରେ ଉଭୟଙ୍କୁ କଟାକ୍ଷ କରିଛି ପିସିସି । ବର୍ତମାନ ରାଜ୍ୟକୁ ଅଧିକ ଟିକା ଆବଶ୍ୟକତା ରହିଛି । ଏପରି ସମୟରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ନିକଟରେ ଭ୍ୟାକସିନ୍ ମାଗି