Odia News Portal
Browsing Tag

congress

ପରଲୋକରେ ବରିଷ୍ଠ କଂଗ୍ରେସ ନେତା ଓସ୍କାର ଫର୍ଣ୍ଣାଣ୍ଡେଜ୍

ବାଙ୍ଗାଲୋର: ବରିଷ୍ଠ କଂଗ୍ରେସ ନେତା ଓସ୍କାର ଫର୍ଣ୍ଣାଣ୍ଡେଜଙ୍କ ପରଲୋକ । ମେଡିକାଲରେ ଚିକିତ୍ସିତ ହେଉଥିବାବେଳେ ଆଜି ତାଙ୍କର ବିୟୋଗ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା । ତାଙ୍କ ମୃତ୍ୟୁରେ କଂଗ୍ରେସରେ ଶୋକର ଛାୟା ଖେଳିଯାଇଛି । ମେଙ୍ଗାଲୁରୁ ପୁଲିସ ପକ୍ଷରୁ ତାଙ୍କ

ଗଠନ ହେଲା କଂଗ୍ରେସ କମିଟି, ଜାଣନ୍ତୁ କାହାକୁ ମିଳିବ କେଉଁ ଦାୟିତ୍ୱ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗଠନ ହୋଇଛି କଂଗ୍ରେସ କମିଟି । ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟକର୍ତ୍ତା ତାଲିକା ଘୋଷଣା କରାଯାଇଛି । ତାଲିକାରେ ୧୨ ଜଣ ଉପସଭାପତି ଓ ୨୦ ଜଣ ସାଧାରଣ ସମ୍ପାଦକ ରହିଛନ୍ତି । ୧୨ଜଣ ଉପସଭାପତିଙ୍କ ମଧ୍ୟରେ ରହିଛନ୍ତି ଗଣେଶ୍ୱର ବେହେରା, ସନ୍ତୋଷସିଂ

ଆସନ୍ତାକାଲି ବିଧାନସଭା ଘେରିବ କଂଗ୍ରେସ

ଭୁବନେଶ୍ୱର: ବିଧାନସଭା ଘେରିବ କଂଗ୍ରେସ । ଓଡ଼ିଶା ଷ୍ଟାଫ ସିଲେକ୍ସନରେ ହୋଇଥିବା କେଳେଙ୍କାରୀ ପ୍ରସଙ୍ଗ ଉଠାଇ ତାତିଛି କଂଗ୍ରେସ । ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବି ଆସନ୍ତାକାଲି ବିଧାନସଭା ଘେରିବା ନେଇ କହିଛି ଛାତ୍ର କଂଗ୍ରେସ । ତେବେ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଛାତ୍ର

କଣ୍ଟାବାଞ୍ଝି ବିଧାୟକଙ୍କ ନିର୍ବାଚନ ମଣ୍ଡଳୀସ୍ତରୀୟ ବୈଠକ ଅନୁଷ୍ଠିତ

ବଲାଙ୍ଗୀର: କଣ୍ଟାବାଞ୍ଝି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଦ୍ୱାରା ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଭିନ୍ନ ଉନ୍ନୟନ ମୂଳକ କାର୍ୟ୍ୟର ସମୀକ୍ଷା ବୈଠକ ଗୁରୁବାର ଦିନ ସ୍ଥାନୀୟ ଏନ୍ଏସି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ନିର୍ବାବନ ମଣ୍ଡଳୀର କଣ୍ଟାବାଞ୍ଝି ଏନ୍ଏସି, ତୁରେକେଲା, ବଙ୍ଗୋମୁଣ୍ଡା ଓ

ପରଲୋକରେ ଯୁବ କଂଗ୍ରେସ ନେତା ସଂଗ୍ରାମ ଜେନା

ଭୁବନେଶ୍ୱର: କରୋନାରେ ପ୍ରାଣ ହରାଇଲେ କଂଗ୍ରେସ ଯୁବନେତା ସଂଗ୍ରାମ ଜେନା । ୪୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଯୁବ କଂଗ୍ରେସର ସଭାପତି ଥିଲେ ସଂଗ୍ରାମ । କରୋନାରେ ଆକ୍ରାନ୍ତ ହୋଇ ସେ ହାଇଦ୍ରାବାଦରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

କଂଗ୍ରେସ ଛାଡିଲେ ସୁସ୍ମିତା ଦେବ

ନୂଆଦିଲ୍ଲୀ: ଦିନକୁ ଦିନ ଦୁର୍ବଳ ହେବାରେ ଲାଗୁଛି କଂଗ୍ରେସ । ଦଳର ଜଣଙ୍କ ପରେ ଜଣେ ତୁଙ୍ଗ ନେତା ଦଳ ଛାଡୁଛନ୍ତି । ନିୟମିତ ଭାବରେ ଜଣଙ୍କ ପରେ ଜଣେ ନେତା ଦଳ ଛାଡୁଛନ୍ତି ।ତେବେ ଏହାରି ଭିତରେ କଂଗ୍ରେସର ଜଣେ ବରିଷ୍ଠ ନେତ୍ରୀ ସୁସ୍ମିତା ଦେବ ଦଳରୁ ଇସ୍ତଫା ଦେଇଛନ୍ତି। ଏପରିକି ସେ ଅଖିଳ

ରାହୁଲ ବୁଲିଲେ ମନ୍ଦିର, ସମଜିଦ

ଦୁଇ ଦିନିଆ ଜାମ୍ମୁ-କାଶ୍ମୀର ଗସ୍ତରେ ରାହୁଲ ଗାନ୍ଧୀ । ଘାଟିରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପ୍ରଥମଥର ପାଇଁ ଜାମ୍ମୁ-କାଶ୍ମୀରରେ ପହଂଚିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଗତକାଲି ସଂଧ୍ୟାରେ ସେ ବିମାନବନ୍ଦରରେ ପହଂଚିବା ପରେ ପ୍ରଦେଶ ସଭାପତିଙ୍କ ପୁଅ ବିବାହ କାର୍ଯ୍ୟକ୍ରମରେ ଯୋଗ

ଜୋରଦାର ହେବ କଂଗ୍ରେସ-ବିଜେପି ଲଢେଇ, ବିଜେଡି ଖୁସ୍‌

ଭୁବନେଶ୍ୱର: ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ନବ ନିଯୁକ୍ତ ଗଣମାଧ୍ୟମ କର୍ମକର୍ତ୍ତାଙ୍କୁ ଯେଉଁ ଗୁରୁମନ୍ତ୍ର ଦେଇଛନ୍ତି ସେଥିରୁ ଆଗାମୀ ଦିନରେ ଦୁଇ ଜାତୀୟଦଳ କଂଗ୍ରେସ-ବିଜେପି ଲଢେଇ ରାଜ୍ୟରେ ଜୋରଦାର ହେବ ବୋଲି ଆଭାସ ମିଳିଛି । କଂଗ୍ରେସ ମୁଖ୍ୟତଃ କେନ୍ଦ୍ରର ବିଜେପି

ସିଦ୍ଧୁଙ୍କୁ ନେଇ ଅଡୁଆରେ ପଞ୍ଜାବ କଂଗ୍ରେସ

ଆଗାମୀ ବର୍ଷ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ହେଲେ ତାହା ପୂର୍ବରୁ ରାଜ୍ୟ କ୍ଷମତାରେ ଥିବା କଂଗ୍ରେସ ଭିତରେ ଦ୍ୱନ୍ଦ ତେଜିବାରେ ଲାଗିଛି । ବିଶେଷ କରି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସଂ ଓ ନବଜୋତ ସିଂ ସିଦ୍ଧୁଙ୍କ ଭିତରେ ଲାଗି ରହିଥିବା କଳହ ଥମିବାରେ ନାଁ ନେଉନି ।

ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳୀ ଜଣାଇଲା କଂଗ୍ରେସ

ଭୁବନେଶ୍ୱର: ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର, ତ୍ୟାଗ ଓ ସେବାର ମୂର୍ତ୍ତିମନ୍ତ ପ୍ରତୀକ, ଦରଦୀ ପ୍ରାଣ, ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ଆଜି ଶ୍ରାଦ୍ଧ ଦିବସ। ପ୍ରଦେଶ କଂଗ୍ରେସ ପକ୍ଷରୁ ସଭାପତି ନିରଞ୍ଜନ ପଟ୍ଟନାୟକ, ଦଳର ବରିଷ୍ଠ ନେତା ତଥା ବିଧାୟକ