ରାଜ୍ୟରେ ପୁଣି ବଢିବ ଶୀତ
କମିଲା ପଶ୍ଚିମା ଝଡର ପ୍ରଭାବ । ଏବେ ସ୍ୱାଭାବିକ ହେବ ରାତ୍ରି ତାପମାତ୍ରା । ରାଜ୍ୟରେ ସାମାନ୍ୟ ବଢ଼ିବ ଥଣ୍ଡା। ଆଗାମୀ ୩ ଦିନ ମଧ୍ୟରେ ରାତ୍ରି ତାପମାତ୍ରା ମଧ୍ୟ ଧୀରେ ଧୀରେ ୩ ରୁ ୫ ଡିଗ୍ରୀ ପର୍ୟ୍ୟନ୍ତ ତଳକୁ ଖସିବ। ଫଳରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସାମାନ୍ୟ ଶୀତ ଅନୁଭୂତ ହେବ ବୋଲି!-->…