ରାଜ୍ୟରେ ବଢିବ ଶୀତର ପ୍ରକୋପ
ଡିସେମ୍ବର ତୃତୀୟ ସପ୍ତାହରେ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବ। ପାରଦ ତଳମୁହାଁ ହେବା ସହ ପାଖାପାଖି ୩ରୁ ୫ ଡିଗ୍ରି ପର୍ୟ୍ୟନ୍ତ ଖସିବ। ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ତ୍ତମାନ ରାତି ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିଛି। ଆସନ୍ତା ୨ ଦିନ ପର୍ୟ୍ୟନ୍ତ ସ୍ଥିତି ଏଭଳି ରହିବ। ପରବର୍ତ୍ତୀ ୩!-->…