Odia News Portal
Browsing Tag

coconut water

ନଡିଆ ପାଣିର ଉପକାରିତା

ଯଦି ଆପଣ ପ୍ରତିଦିନ ମସଲାଯୁକ୍ତ ଖାଦ୍ୟ ଖାଆନ୍ତି ତେବେ ପାଟି ଘା’ ହୋଇଥାଏ। ଖାଦ୍ୟରେ ପୁଷ୍ଟିସାର ଅଭାବ ହେଲେ ଏହି ସମସ୍ୟା ଅଧିକ ହୋଇଥାଏ। ଯେତେବେଳେ ଆପଣ କାମ ଚାପରେ ଥାଆନ୍ତି ବା ଅଧିକ ଧୂମପାନ କରନ୍ତି ସେତେବେଳେ ମଧ୍ୟ ଏହିଭଳି ସମସ୍ୟା ଦେଖାଦିଏ। ପାଟି ଘା’ କଷ୍ଟଦାୟକ ହେବା ସହ ବାରମ୍ବାର