ଜାଣନ୍ତୁ ନଡ଼ିଆ ତେଲର କଣ ରହିଛି ଉପକାରିତା
ଭୁବନେଶ୍ୱର: ନଡ଼ିଆ ହେବା ପୂର୍ବରୁ ଆମେ ପ୍ରଥମେ ଏହାକୁ ପଇଡ଼ ଭାବେ ପିଇଥାଉ । ଆଉ ବହଳା ହୋଇ ନଡ଼ିଆ ହେବାପରେ ମଧ୍ୟ ଏହାକୁ ଅନେକ ଖାଦ୍ୟ ପଦାର୍ଥରେ ବ୍ୟବହାର କରିଥାଉ । ତେବେ ନଡ଼ିଆର ତେଲ ମଧ୍ୟ ଅନେକ ଉପକାରୀ । ନଡ଼ିଆ ତେଲରେ ବହୁ ଚମତ୍କାରିତା ଗୁଣ ନିହତ ହୋଇ ରହିଛି। ଏହା ଚର୍ମ ସମ୍ବନ୍ଧୀୟ ବହୁ!-->…