Odia News Portal
Browsing Tag

cm naveen pattanaik

ପୂର୍ବତନ ବିଧାୟକଙ୍କ ମୃତ୍ୟୁରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ସାନଖେମୁଣ୍ଡି ରାଜାସାହେବ ଡକ୍ଟର ଉଦୟ ନାରାୟଣ ସିଂହ ଦେଓଙ୍କ ପରଲୋକ । ବୁଧବାର ବିଳମ୍ବିତ ରାତିରେ ଭୁବନେଶ୍ୱର ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ରାଜାସାହେବ ମୋହନା ନିର୍ବାଚନ ମଣ୍ଡଳୀରୁ ଥରୁଟିଏ ବିଧାୟକ ହୋଇଥିଲେ । ସେ ପକ୍ଷୀ ବିଷାରଦ ଭାବେ ସମଗ୍ର ବିଶ୍ୱରେ ସୁନାମ ଅର୍ଜନ

ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ହେଲେ ପୁରୀ ଗଜପତି ମହାରାଜା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଗଜପତି ମହାରାଜାଙ୍କ ସାକ୍ଷାତ ଆଲୋଚନା। ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। ନବୀନ ନିବାସରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ଏହା ଗଜପତିଙ୍କର ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା ଥିଲା। ଗଜପତି ମହାରାଜା

ପ୍ୟାରେଡ୍ ସମାରୋହକୁ ଚାଲି ଚାଲି ଗଲେ ନବୀନ

ଆଜି ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ତେବେ, ସେ ଗାନ୍ଧିମାର୍ଗ ସ୍ଥିତ ସମାରୋହ ସ୍ଥଳ ମଂଚ ନିକଟକୁ ସରକାରୀ ଗାଡିରେ ନ ଆସି ଚାଲି ଚାଲି ଯାଇଥିଲେ । ସମାରୋହ ସ୍ଥଳ ମଂଚକୁ ଯିବା ପାଇଁ ସେ କାରରୁ ଓହ୍ଲାଇ ପଡି ଚାଲି

ଶାନ୍ତିଲତା ବସ୍ ଦୁର୍ଘଟଣା:ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କର ଦୁଇ ଲକ୍ଷ ଟଙ୍କା ସହାୟତା

ଆଜି ବାଲେଶ୍ବର ସୋର ଠାରେ ଶାନ୍ତିଲତା ବସ୍ ଦୁର୍ଘଟଣାରେ ଛଅ ଜଣ ବ୍ୟାକ୍ତି ପ୍ରାଣ ହରାଇଥିବା ଖବର ପାଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାର ପାଇଁ ଗଭୀର ସମବେଦନା ଜଣାଇବା ସହ ମୁଖ୍ୟମନ୍ତ୍ରୀ ଦୁଇ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା

ଦେଶରେ ନବୀନ ହେଲେ ନମ୍ବର ୧ ମୁଖ୍ୟମନ୍ତ୍ରୀ

ସାରା ଦେଶରେ ଏକ ନମ୍ବର ମୁଖ୍ୟମନ୍ତ୍ରୀ ହେଲେ ନବୀନ ପଟ୍ଟନାୟକ । ଇଣ୍ଡିଆ ଟୁଡେ ସର୍ଭେର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ସ୍ଥାନ ପାଇଲେ ନବୀନ ପଟ୍ଟନାୟକ । ସର୍ଭେ ରିପୋର୍ଟରେ ଶୀର୍ଷରେ ରହିଛନ୍ତ ନବୀନ ପଟ୍ଟନାୟକ । ରାଜ୍ୟର ୭୧.୧ ପ୍ରତିଶତ ଲୋକଙ୍କ ପସନ୍ଦ ନବୀନ ପଟ୍ଟନାୟକ । ଏହି

କଥକ ନୃତ୍ୟଗୁରୁ ପଣ୍ଡିତ ବିର୍ଜୁ ମହାରାଜଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଆଉନାହାନ୍ତି ପ୍ରଖ୍ୟାତ କଥକ ନୃତ୍ୟଗୁରୁ ପଣ୍ଡିତ ବିର୍ଜୁ ମହାରାଜ । ୮୩ ବର୍ଷ ବୟସରେ ଆଖି ବୁଜିଛନ୍ତି ନୃତ୍ୟଗୁରୁ ପଣ୍ଡିତ ବିର୍ଜୁ ମହାରାଜ । ନୂଆଦିଲ୍ଲୀସ୍ଥିତ ବାସଭବନରେ ହୃଦଘାତରେ ପ୍ରାଣହରାଇଛନ୍ତି ମହାନ୍ ନୃତ୍ୟସମ୍ରାଟ । ତାଙ୍କ ମୃତ୍ୟୁରେ ସାରା ଦେଶର କଳାପ୍ରେମୀଙ୍କ ମଧ୍ୟରେ ଶୋକ

ଭାରତୀୟ ଯବାନ ଦିବସରେ ଯବାନଙ୍କୁ ସଲାମ କଲେ ମୁଖ୍ୟମନ୍ତ୍ରୀ

ଆଜି ଭାରତୀୟ ଯବାନ ଦିବସ ।ଏହି ଅବସରରେ ଭାରତୀୟ ସେନାର ଯବାନ ଓ ସେମାନଙ୍କ ପରିବାରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭାରତୀୟ ସେନା ଯବାନଙ୍କ ଅପରାଜେୟ ଇଚ୍ଛାଶକ୍ତି ଓ ନିଃସ୍ୱାର୍ଥପର ବଳିଦାନକୁ ସଲାମ କରିଛନ୍ତି ମୁଖ୍ୟମନ୍ତ୍ରୀ । ଭାରତୀୟ ସେନାର ଯବାନମାନେ

ପୂର୍ବତ୍ତନ ବିଧାୟକ ବିଜୟ କୁମାର ଜେନାଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ପାରଳାଖେମୁଣ୍ଡି:ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ ତଥା ଲଢୁଆ ଚାଷୀନେତା ବିଜୟ କୁମାର ଜେନା ଆଉ ନାହାନ୍ତି । ୯୦ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଗୁରାଣ୍ଡି ସ୍ଥିତ ତାଙ୍କ ପୈତୃକ ଘରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ମୃତ୍ୟୁରେ ମୃତ୍ୟୁରେ ଶୋକ

ଅଭିନେତା ମିହିରି ଦାସଙ୍କ ପରଲୋକରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ

ଆଉ ନାହାନ୍ତି ବର୍ଷିଆନ ଅଭିନେତା ମିହିର ଦାସ । ୬୩ ବର୍ଷରେ ବୟସରେ ମିହିର ଦାସଙ୍କ ପରଲୋକ ହୋଇଛି । ପ୍ରାୟ ମାସେରୁ ଅଧିକ ସମୟ ହେବ ସେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଗତ କିଛି ଦିନ ହେବ ସେ କିଡନୀ ରୋଗରେ ଆକ୍ରାନ୍ତ ଥିଲେ । କିଡନୀ ରୋଗରେ ଆକ୍ରାନ୍ତ ହେବା ପରେ

ମକର ସଂକ୍ରାନ୍ତି ପାଇଁ ଆସିଲା ନୂଆ ଗାଇଡ ଲାଇନ

ମକର ସଂକ୍ରାନ୍ତି ଓ ପୋଙ୍ଗଲ ପାଇଁ ଆସିଲା ମୁଖ୍ୟମନ୍ତ୍ରୀଙ୍କ ଗାଇଡଲାଇନ । ମକର ସଂକ୍ରାନ୍ତିରେ ସମୁଦ୍ର କୂଳ, ଘାଟ ଓ ପୋଖରୀ ନିକଟରେ ଗହଳି ମନା । ମକରମେଳା ଆୟୋଜନ କରାଯାଇପାରିବ ନାହିଁ । ମକର ସଂକ୍ରାନ୍ତି ଓ ପୋଙ୍ଗଲରେ ସବୁ ଧାର୍ମିକ ସ୍ଥାନ ବା ପୀଠ ଶ୍ରଦ୍ଧାଳୁଙ୍କ ପାଇଁ ମନା । ତେବେ