ଚିଟଫଣ୍ଡ ଠକେଇ ମାମଲାରେ ୨ ଗିରଫ
ଭୁବନେଶ୍ୱର: ଗ୍ରୀନରେ ଚିଟଫଣ୍ଡ ଠକେଇ ମାମଲାରେ ୨ ଗିରଫ । ଗ୍ରୀନ୍ ଚିଟଫଣ୍ଡ ମାମଲାରେ ବାଲେଶ୍ୱର, ଜଳେଶ୍ୱରରୁ ୨ ଭାଇଙ୍କୁ ଗିରଫ କଲା ସିବିଆଇ । ମୁଖ୍ୟ ପରିଚାଳକର ଦୁଇଭାଇ ମୀର ଜମୀର ଓ ମୀର ସୈମତ ଗିରଫ । ଠକେଇ ମାମଲାରେ ଚଢ଼ାଉ କରିଥିଲା ସିବିଆଇର ୬ ଜଣିଆ ଟିମ୍ । ପୂର୍ବରୁ କମ୍ପାନୀ ମାଲିକ!-->…