ଦରଦୀବନ୍ଧୁ ଚିନ୍ମୟୀ
ଅନୁଗୁଳ: ସ୍ୱାର୍ଥପର ଦୁନିଆରେ ମଣିଷ ନିଜର ସୁବିଧା ଖୋଜିଥାଏ । ନିଜର ସ୍ୱାର୍ଥ ଲାଗି ଅନ୍ୟକୁ ବଳି ପକାଇବାକୁ ମଧ୍ୟ ପଛାଇନଥାଏ । କିନ୍ତୁ ଆଜି ବି ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ କି ଏହି ମହାମାରୀରେ ନିଜ ଜୀବନକୁ ବାଜିରେ ଲଗାଇ ଅନ୍ୟକୁ ସହଯୋଗର ହାତ ବଢ଼ାଉଛନ୍ତି । ଯେଉଁମାନଙ୍କ ମଧ୍ୟରେ!-->…