ଜାଣନ୍ତୁ ମହାମାରୀ ସମୟରେ ପିଲାମାନଙ୍କର ମାନସିକ ସ୍ଥିତି ସମ୍ପର୍କିତ ସର୍ଭେ ରିପୋର୍ଟ
ଭୁବନେଶ୍ୱର: କରୋନା ଭାଇରସ ଦ୍ୱାରା ଶିଶୁମାନେ କମ ମାତ୍ରାରେ ସଂକ୍ରମିତ ହୋଇଛନ୍ତି। କିନ୍ତୁ କରୋନା ମହାମାରୀ ଶିଶୁଙ୍କୁ ଶାରୀରିକ ତଥା ମାନସିକ ଭାବେ ପ୍ରଭାବିତ କରିଛି। ଦୀର୍ଘ ଦିନ ଧରି ସ୍କୁଲ ବନ୍ଦ ରହିବା ସହ କରୋନା ଯୋଗୁ ଅନେକ ଦିନ ଧରି ସେମାନେ ଘରେ ବନ୍ଦୀ ହୋଇ ରହିବା କାରଣରୁ!-->…