ଅଗଷ୍ଟ ମାସରେ ଆସିବ ଶିଶୁଙ୍କ ପାଇଁ ଭ୍ୟାକ୍ସିନ
କରୋନାର ତୃତୀୟ ଲହରରେ ଶିଶୁମାନେ ସବୁଠାରୁ ଅଧିକ ପ୍ରଭାବିତ ହେବାର ଆଶଙ୍କା ପ୍ରକାଶ କରାଯାଇଛି। ଇତି ମଧ୍ୟରେ ଏକ ଭଲ ଖବର ମିଳିଛି। ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ କହିଛନ୍ତି ଯେ ଅଗଷ୍ଟ ମାସରେ ଭାରତରେ ଶିଶୁଙ୍କ ପାଇଁ କରୋନା ଟୀକା ଆସିପାରେ। ମିଡ଼ିଆ ରିପୋର୍ଟ ଅନୁଯାୟୀ, ମଙ୍ଗଳବାର!-->…