ହୋଲି ପରେ ଗୋଆରେ ଗଠନ ହେବ ନୂଆ ସରକାର
ପ୍ରମୋଦ ସାୱନ୍ତ ଗୋଆର ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବେ । ଅର୍ଥାତ ଦ୍ୱିତୀୟଥର ପାଇଁ ସେ ଗୋଆର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ତାଙ୍କ ପ୍ରତି ଦଳର ୨୦ ବିଧାୟକଙ୍କ ମଧ୍ୟରୁ ୧୭ ଜଣଙ୍କ ସମର୍ଥନ ରହିଛି । କେବଳ ବିଧିବଦ୍ଧ ଘୋଷଣା ବାକି ରହିଛି । ହୋଲି ପରେ ଗୋଆରେ ନୂଆ ସରକାର ଗଠନ ହେବ ।!-->…