ମୁଖ୍ୟ ବିଚାରପତି ଜଷ୍ଟିସ୍ ମୂରଲିଧର
କଟକ: ଡକ୍ଟର ଏସ୍. ମୂରଲିଧରଙ୍କୁ ମିଳିଲା ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି । ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ବିଚାରପତି ଥିବା ଜଷ୍ଟିସ୍ ମୂରଲିଧର ଚେନ୍ନାଇରେ ୧୯୮୪ ମସିହାରେ ଓକିଲାତି ଆରମ୍ଭ କରିଥିଲେ । ପରେ ସେ ୧୯୮୭ରେ ଦିଲ୍ଲୀ ପଳାଇ ଯାଇଥିଲେ । ୨୦୦୬!-->…