ଛତିଶଗଡ ମଦ ଦୁର୍ନୀତି ମାମଲାରେ ଇଡିର ଆଉ ଏକ ବଡ କାର୍ଯ୍ୟାନୁଷ୍ଠାନ
ଛତିଶଗଡ ମଦ ଦୁର୍ନୀତି ମାମଲାରେ ଇଡି ଆଉ ଏକ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଶନିବାର ଇଡି ଏହି ମାମଲାରେ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଅନିଲ ତୁଟେଜାଙ୍କୁ ଗିରଫ କରିଛି । ପାଖାପାଖି ୨ହଜାର କୋଟିରୁ ଅଧିକ ଟଙ୍କା ମୂଲ୍ୟର ଏହି ମଦ ଦୁର୍ନୀତିରେ ଇଡି ଏପ୍ରିଲ ୮ ରେ ଏକ ଚାର୍ଜସିଟ ଦାଖଲ!-->…