ଛତିଶଗଡ କୋଇଲା ଟିକସ ଦୁର୍ନୀତି; ୧୪ ସ୍ଥାନରେ ‘ଇଡି’ ଚଢଉ
କୋଇଲା ଟିକସ ଦୁର୍ନୀତି ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦେଶାଳୟ ଛତିଶଗଡ଼ର ୧୪ଟି ସ୍ଥାନରେ ଚଢ଼ଉ କରି ତଲାସ ଆରମ୍ଭ କରିଛି।
ବିଶେସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ଚଢ଼ଉ କରାଯାଇଥିବା ସମସ୍ତ ସ୍ଥାନ ହେଉଛି ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ସହିତ ଘନିଷ୍ଠତା ଥିବା ବିଧାୟକ ଓ!-->!-->!-->…