ପଢ଼ନ୍ତୁ ମହାପ୍ରଭୁଙ୍କ ଛପନଭୋଗରେ କଣ କଣ ରହିଛି ବ୍ୟଞ୍ଜନ
ଭୁବନେଶ୍ୱର: ମହାପ୍ରଭୁଙ୍କ ଛପନଭୋଗରେ ରହିଛି ଅନେକ ବ୍ୟଞ୍ଜନ । ତେବେ ଜାଣନ୍ତୁ ଏହି ସବୁ ବ୍ୟଞ୍ଜନରେ ରହିଛି କଣ ସବୁ । ଛପନଭୋଗରେ ଗଣତି ହୁଏ ଅଟକାଳି, ଅମାଲୁ, ମାଲପୁଆ, ବିଭିନ୍ନ ପ୍ରକାର ଆରିସା(ପାଗ, ସୁଆର, ସାନ, ବଡ଼, ତାଟ), ଏଣ୍ଡୁରି(ନକ୍ଷତ୍ର, ମୁଆଁ), କଦମ୍ବା ଓ କଡ଼ମ୍ବା,କାକରା(ସର,!-->…