Odia News Portal
Browsing Tag

chhandipur

ଚାନ୍ଦିପୁରରୁ ଦୂରଗାମୀ ସବ୍ସୋନିକ୍ କ୍ରୁଜ୍ ମିସାଇଲ ‘ଆଇଟିସିଏମ-୦୨’ର ସଫଳ ପରୀକ୍ଷଣ

ବାଲେଶ୍ୱର: ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ନଂ ଲଞ୍ଚପ୍ୟାଡ଼ରୁ ଆଜି ଦୂରଗାମୀ ସବ୍ସୋନିକ୍ କ୍ରୁଜ୍ ମିସାଇଲ ‘ଆଇଟିସିଏମ-୦୨’ର ପରୀକ୍ଷଣ କରାଯାଇଛି । ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ କ୍ଷେପଣାସ୍ତ୍ରକୁ ଆଜି ସକାଳ ୯ଟା ୫୩ ମିନିଟ୍ରେ ଉତ୍କ୍ଷେପଣ କରାଯାଇଛି । ପରୀକ୍ଷା