ଚଞ୍ଚଳାଙ୍କ ଦୁଃଖ ଶୁଣ ସରକାର
ପୁରୀ: ଶରୀର ଉଚ୍ଚତା ମାତ୍ର ୨ ଫୁଟ୍ ୧୦ ଇଂଚ୍ । ବୋଝ ଉପରେ ଳଲିତା ବିଡା ପରି ବାମନ ହୋଇଥିବାରୁ ବୟସର ବାର୍ଦ୍ଧକ୍ୟ ଅବସ୍ଥାରେ ଛଟପଟ ହେଉଛନ୍ତି ଏହି ବୃଦ୍ଧା । ଏ ହେଉଛନ୍ତିି ପୁରୀ ମାର୍କଣ୍ଡେଶ୍ୱର ସାହିର ଚଂଚଳା ଓଝା । ବୟସ ଆସି ୬୫ ବର୍ଷ ହେଲାଣି । କୁଆଡେ ଯିବା ତ ଦୂରର କଥା ଠିକ୍ସେ!-->…