ଆବଶ୍ୟକ ନଥିଲେ ଭାରତ ନଯିବାକୁ କହିଲା ସିଡିସି
ନୂଆଦିଲ୍ଲୀ: ଆମେରିକାର ସେଣ୍ଟର୍ ଫର ଡିଜିଜ କଣ୍ଟ୍ରୋଲ୍ ଆଣ୍ଡ ପ୍ରିଭେନସନ ସଂସ୍ଥା ପକ୍ଷରୁ ଆମେରିକା ନାଗରିକଙ୍କୁ ସତର୍କ ସୂଚନା ଦିଆଯାଇଛି। ନିହାତି ଆବଶ୍ୟକ ନଥିଲେ ଭାରତ ନଯିବାକୁ ଦେଶର ନାଗରିକମାନଙ୍କୁ ପରାମର୍ଶ ଦେଲା ଆମେରିକା । ଦ୍ରୁତ ଗତିରେ ବଢ଼ୁଥିବା କରୋନା ସଂକ୍ରମଣକୁ!-->…