ଶିଶୁଙ୍କୁ ଅନଲାଇନରେ ଯୌନ ଶୋଷଣ ଅଭିଯୋଗ, ବିଭିନ୍ନ ରାଜ୍ୟରେ ସିବିଆଇ ରେଡ୍
ଭୁବନେଶ୍ୱର : ଶିଶୁଙ୍କ ପ୍ରତି ହେଉଥିବା ଯୌନ ନିର୍ଯାତନା ଅଭିଯୋଗରେ ମାମଲା ଦାୟର । ଦେଶର ବିଭିନ୍ନ ସ୍ଥାନରେ ଅନଲାଇନ ମାଧ୍ୟମରେ ଯୌନ ଶିକାର ହେଉଛନ୍ତି ଶିଶୁ । ଦେଶର ୧୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୭୬ଟି ସ୍ଥାନରେ ଚାଲିଛି ସିବିଆଇର ତଦନ୍ତ । ଏଥିସହ ଓଡ଼ିଶାରେ ମଧ୍ୟ ସିବିଆଇ!-->…