Odia News Portal
Browsing Tag

case

ପୌର ନିର୍ବାଚନ ପାଇଁ ମାମଲା ଦାଏର

ଭୁବନେଶ୍ୱର: ତୁରନ୍ତ ପୌର ନିର୍ବାଚନ କରିବାକୁ ହାଇକୋର୍ଟରେ ମାମଲା ଦାଏର ହୋଇଛି । ୩ ଜଣଙ୍କ ପକ୍ଷରୁ ୩ଟି ପୃଥକ ପୃଥକ ରିଟ୍ ପିଟିସନ ଦାଏର ହୋଇଛି । ଭୁବନେଶ୍‌ବର ପାଇଁ ପୂର୍ବତନ ପ୍ରଶାସକ ପ୍ରସନ୍ନ ମିଶ୍ର ପିଟିସନ ଦାଖଲ କରିଥିବା ବେଳେ କଟକ ପାଇଁ ପୂର୍ବତନ ମନ୍ତ୍ରୀ ସମୀର ଦେ ପିଟିସନ ଦାଖଲ

ନକଲି ମେଡିସିନ ମାମଲା, ଜାମିନ ଶୁଣାଣୀ ଘୁଞ୍ଚିଲା

ଭୁବନେଶ୍ୱର: ନକଲି ମେଡିସିନ କାରବାରକୁ ନେଇ ୪ଜଣଙ୍କ ନାମରେ ହୋଇଥିବା ମାମଲାର ଶୁଣାଣୀ ଘୁଞ୍ଚିଲା । ଦୌରାଜଜ କୋର୍ଟରେ ଶୁଣାଣୀ ଆସନ୍ତା ୫ ତାରିଖକୁ ଘୁଞ୍ଚିଲା । କ୍ରାଇମବ୍ରାଞ୍ଚ କେସ ଡାଏରୀ ଦେଇନପାରିବାରୁ ଶୁଣାଣୀ ଘୁଞ୍ଚିଥିବା ସୂଚନା ମିଳିଛି । ସୂଚନା ଥାଉକି, ବିପୁଳ ପରିମାଣରେ ରାଜ୍ୟରେ