ଚିଟଫଣ୍ଡ ଜମାକାରୀଙ୍କ ପାଇଁ ଖୁସିଖବର
ନୂଆଦିଲ୍ଲୀ () ଚିଟଫଣ୍ଡ ବିଲକୁ କେନ୍ଦ୍ର କ୍ୟାବିନେଟ ଆଜି ମଂଜୁରୀ ଦେଇଛି । କ୍ୟାବିନେଟର ମଂଜୁରୀ ପାଇବା ପରେ ଏହା ସଂସଦରେ ଉପସ୍ଥାପିତ କରାଯିବ । ଏହି ବିଲର ବ୍ୟବସ୍ଥା ଅ ।ନୁସାରେ ଚିଟଫଣ୍ଡରେ ଜମା କରିଥିବା ବ୍ୟକ୍ତି ବିଶେଷଙ୍କର ସ୍ୱାର୍ଥକୁ ସଂରକ୍ଷିତ ରଖାଯାଇଛି । ଜମାକାରୀମାନଙ୍କ ବୋଝ…