ନୂଆ ବସ ଟର୍ମିନାଲ ଓ ଡିପୋକୁ କ୍ୟାବିନେଟ ମଂଜୁରୀ
ଭୁବନେଶ୍ବର () ବରମୁଣ୍ଡାରେ ଏକ ଉନ୍ନତମାନର ଆନ୍ତଃରାଜ୍ୟ ବସ ଟର୍ମିନାଲ ଏବଂ ଖଣ୍ଡଗିରିରେ ଏକ ବସ ଡିପୋଟ ନିର୍ମାଣ କରାଯିବ । ଏଥିପାଇଁ 160 କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିବା ବେଳେ ଏହାର ଟେଣ୍ଡର ପ୍ରକ୍ରିୟାକୁ ଆଜି କ୍ୟାବିନେଟ ମଂଜୁରୀ ମିଳିଛି ।
ରାଜ୍ୟରେ ସଡକ ପରିବହନ ବ୍ୟବସ୍ଥାର…