ରାଜ୍ୟରେ ପୁଣି ବଢିଲା ବସ୍ ଭଡା
ରାଜ୍ୟରେ ପୁଣି ବଢିଲା ବସ୍ ଭଡା । ଡିଜେଲ ଦର ଅହେତୁକ ବୃଦ୍ଧି ଫଳରେ ଭଡା ବଢାଇଛନ୍ତି ବସ୍ ମାଲିକ ସଂଘ । ସାଧାରଣ ବସ୍ ଭଡା କିଲୋମିଟର ୮୭ ରୁ ୯୦ ପଇସା ବୃଦ୍ଧି ଘଟିଛି । ଏକ୍ସପ୍ରେସ ବସ୍ ଭଡା କିଲୋମିଟର ପିଛା ୯୧ ରୁ ୯୪ ପଇସା ବୃଦ୍ଧିପାଇଛି । ସେହିଭଳି ଡିଲକ୍ସ ବସ୍ କିମି ପିଛା ୧!-->…