ଶ୍ରୀମନ୍ଦିର ପାଇଁ ୨୦୨ କୋଟିର ବଜେଟ୍
ପୁରୀ: ୨୦୨୧-୨୨ରେ ଶ୍ରୀମନ୍ଦିର ପାଇଁ ୨୦୨ କୋଟି ଟଙ୍କାର ବଜେଟ ପ୍ରସ୍ତୁତ କଲା ଅର୍ଥ ସବ୍ କମିଟି । ଆଗାମୀ ପରିଚାଳନା କମିଟିରେ ହେବ ବଜେଟ୍ ଅନୁମୋଦିତ। ରଥ ପାଇଁ ୧୧ କୋଟି ବ୍ୟୟ ବରାଦ ହୋଇଥିବା ବେଳେ ସେବାୟତଙ୍କ ଚିକିତ୍ସା ଓ ସୁରକ୍ଷା ପାଇଁ ୫୦ ଲକ୍ଷ। ୫ କୋଟି ଟଙ୍କା ସେବାୟତଙ୍କ ସହାୟତା!-->…