ବିଏସକେୱାଇ ରୁ ଲାଭ ପାଇଲେ ଗରିବ ମହିଳା
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ) ଦ୍ୱାରା ଉପକୃତ ହୋଇଥିବା ଲକ୍ଷ ଲକ୍ଷ ହିତାଧିକାରୀଙ୍କ ତାଲିକାରେ ଯୋଡ଼ି ହୋଇଛି ଆଉ ଏକ ନାମ। କାର୍ଡ ଜରିଆରେ ଉତ୍ତମ ଚିକିତ୍ସା ପାଇ ପାରିଛନ୍ତି ବ୍ରହ୍ମପୁର ପ୍ରେମନଗର ଅଞ୍ଚଳର ଜଣେ ଗରିବ ମହିଳା ପି.ଲକ୍ଷ୍ମୀ। ସେ ଅନେକ ଦିନ ଧରି ବ୍ରେନ୍!-->…