ଛୁଆର ଜନ୍ମ ଦିନରେ ମାଆ ଉପରେ ଚଢିଗଲା କାର
ଜନ୍ମଦିନରେ ମା’କୁ ହରାଇଲା ଶିଶୁ କନ୍ୟା ।ଏଭଳି ଘଟଣା ସମସ୍ତକୁ ଆଶ୍ଚର୍ଯ୍ୟ କରିଛି ।ଦୁର୍ଘଟଣାରେ ମା’ର ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ଭାବେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏଭଳି ଦୁଃଖଦ ଘଟଣା ବାଉଁଶୁଣି ଥାନା ବୈଦ୍ଧ ଗୁଦୁଗୁଦା ପୋଲ ନିକଟରେ ଘଟିଛି । ସୂଚନା ଅନୁସାରେ!-->…