ଗର୍ଭବତୀ ଅଛନ୍ତି କି କିଆରା?
ବିବାହର ଚର୍ଚ୍ଚା ପରେ ପୁଣି ଚର୍ଚ୍ଚାରେ ଆସିଲେ ବଲିଉଡର ନୂତନ ଦମ୍ପତି ସିଡକିଆରା । ବଲିଉଡର ସବୁଠାରୁ ଲୋକପ୍ରିୟ ପ୍ରେମୀଯୁଗଳ ସିଦ୍ଧାର୍ଥ ମାଲହୋତ୍ରା ଏବଂ କିଆରା ଆଡଭାନୀ ବର୍ତ୍ତମାନ ସ୍ୱାମୀ-ସ୍ତ୍ରୀ ହୋଇଛନ୍ତି। ‘ଶେରଶାହା’ର ସୁଟିଂ ସମୟରେ ଦୁହେଁ ପରସ୍ପରକୁ ଭଲ ପାଇ ବସିଥିବା ବେଳେ!-->…