Odia News Portal
Browsing Tag

Bolangiri

ମୁଖ୍ୟମନ୍ତ୍ରୀଙ୍କ ପଶ୍ଚିମ ଓଡ଼ିଶା ଗସ୍ତ ପୂର୍ବରୁ ବ୍ୟାପକ ପ୍ରସ୍ତୁତି

ବଲାଙ୍ଗୀର: ବୁଧବାର ପଶ୍ଚିମ ଓଡ଼ିଶା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡ ବାଣ୍ଟିବେ । ମୁଖ୍ୟମନ୍ତ୍ରୀ ପ୍ରଥମେ ଟିଟିଲାଗଡ଼, ପାଟଣାଗଡ ପରେ ବଲାଙ୍ଗିର ଯିବାର କାର୍ୟ୍ୟକ୍ରମ ରହିଛି। ପାଟଣାଗଡ ରମାଇଁ ହାଇସ୍କୁଲରେ ସ୍ବାସ୍ଥ୍ୟ

୨୨ରେ ବଲାଙ୍ଗୀର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିକାଶ ପଥରେ ପଶ୍ଚିମ ଓଡ଼ିଶା । ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ରହିଛି ପଶ୍ଚିମ ଓଡ଼ିଶା । ସ୍ୱାସ୍ଥକ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନେଇଥିବା ପଦକ୍ଷେପକୁ ଚାରିଆଡ଼ୁ ମିଳୁଛି ପ୍ରଂଶସା । ତେବେ ପଶ୍ଚିମ ଓଡ଼ିଶା ଗସ୍ତରେ ଯାଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡ଼ ବାଣ୍ଟିବେ

ନୂଅାଁଖାଇ ପାଳିଲେ ରାଜ ପରିବାର

ବଲାଙ୍ଗୀର : କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବମୁଖର ବଲାଙ୍ଗୀର । ରାଜପରିବାରରେ ପାଳନ ହେଲା ନୂଆଁଖାଇ । ଏକାଠି ବସି ନୂଆ ଖାଇଲେ ବଲାଙ୍ଗୀର ରାଜପରିବାର । ବଲାଙ୍ଗୀର: କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡିଶା । ଅନ୍ୟଜିଲ୍ଲା ପରି ବଲାଙ୍ଗୀରରେ ମଧ୍ୟ

ଭୀମ ଭୋଇ ମେଡିକାଲର ସୁପର ଭିଜିଟ୍ କଲେ ସାଂସଦ

ବଲାଙ୍ଗୀର : ସାଂସଦ ସଂଗୀତା କୁମାରୀ ସିଂଦେଓ ଜୀ ଭୀମ ଭୋଇ ମେଡିକାଲ କୁ ପୁଣି ଥରେ surprise visit କରିଥିଲେ, ଚଳିତ ମାସ ୧ ତାରିଖରେ ଥରେ ଆସି ସମସ୍ତ ଆଲୋଚନା କରିଥିଲେ ଏବଂ ୭ଦିନ ମଧ୍ୟ ରେ ମେଡିକାଲ କୁ ସ୍ୱଚ୍ଛ ରଖିବାକୁ ନିର୍ଦ୍ଦେଶ ଦେଇ ଥିଲେ,। ଆଜି ର ଗ୍ରସ୍ତ ରେ ଶ୍ରୀମତୀ ସାଂସଦ

ଭିଜିଲାନ୍ସ ପଞ୍ଝାରେ ପିଇଓ

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ଚଲକି ପଞ୍ଚାୟତ ପିଇଓ । ମୁରିବାହାଲ ବ୍ଲକ ଚଲକି ପଞ୍ଚାୟତ ପିଇଓ ବିଶ୍ୱମ୍ଭର ଭୋଇଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ କରିଛି । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଶ୍ୱମ୍ଭରଙ୍କ ୩ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି । ଭିଜିଲାନ୍ସ ଡିଏସପି ସଦାନନ୍ଦ

ଉଚ୍ଚଶିକ୍ଷା ସଚିବଙ୍କ ମନ୍ତବ୍ୟ ନିରୁତ୍ସାହଜନକ, ସରକାର ତାଙ୍କର ଆଭିମୂଖ୍ୟ ସ୍ପଷ୍ଟ କରନ୍ତୁ : ପୁରାତନ ଛାତ୍ର ସଂଘ

ବଲାଙ୍ଗୀର: ଉଚ୍ଚ ଶିକ୍ଷା ସଚିବ ଶାସ୍ୱତ ମିଶ୍ର ଗୁରବାର ଦିନ ତାଙ୍କର ବଲାଙ୍ଗିର ଗସ୍ତରେ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ପାଇଁ କେବଳ ୫୦ ଏକର ଜମି ପର୍ଯ୍ୟାପ୍ତ ବୋଲି ମତ ଦେଇଛନ୍ତି । ଜିଲ୍ଲା ପ୍ରଶାସନ ଓ ନିର୍ବାଚିତ ଜନ ପ୍ରତିନିଧି ଏହାକୁ ଏକ ବିଶ୍ୱ ସ୍ତରୀୟ ଅନୁଷ୍ଠାନରେ ପରିଣତ କରିବା ପାଇଁ

ବଲାଙ୍ଗୀରରେ ନୂତନ ପୋଲିସ ଅଫିସ ଉଦଘାଟିତ

ବଲାଙ୍ଗୀର: ବଲାଙ୍ଗିର ପୋଲିସ ଆରକ୍ଷୀ ଅଧିକ୍ଷକଙ୍କ କାର୍ୟ୍ୟାଳୟ ପଛପଟେ ଏକ ନୂତନ ପୋଲିସ ଅଫିସ ଉଦଘାଟିତ ହୋଇଯାଇଛି । ଡିଜିପି ଅଭୟ ଭର୍ଚୁଏଲ ମୋଡରେ ଏହାକୁ ଉଦ୍ଘାଟନ କରିଛନ୍ତି । ଏହି ସମୟରେ ଡିଆଇଜି ଡା. ଦୀପକ କୁମାର, ଜିଲ୍ଲାପାଳ ଚଂଚଲ ରାଣା, ପୋଲିସ ଆରକ୍ଷୀ ଅଧୀକ୍ଷକ ନିତୀନ କୁଶଲକର

ନାଁ ରଖିଲେ ମୋନା ଅଗ୍ରୱାଲ

ବଲାଙ୍ଗୀର:ନାଁ ରଖିଲେ ମୋନା ଅଗ୍ରୱାଲ । ବଲାଙ୍ଗୀର ସହରରେ ଥିବା ଜେଏସଏମ ବାଣିଜ୍ୟ କଲେଜର ଛାତ୍ରୀ ମୋନା ଅଗ୍ରୱାଲ୍ ସମ୍ବଲପୁର ବିଶ୍ୱବିଦ୍ୟାଳୟ ବିକମ୍ ସିକ୍ସ୍ ସେମିଷ୍ଟାରେ ସି.ଜି.ପି.ଏ ୯.୨୧ ସହିତ ଦ୍ୱିତୀୟ ସ୍ଥାନ ଅଧିକାର କରିବା ସହ ବଲାଙ୍ଗୀର ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର

ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ଦ୍ୱାରା +୩ ନାମଲେଖା ତାରିଖ ବୃଦ୍ଧି ତଥା ପରିବର୍ତ୍ତନ ନିମନ୍ତେ ଦାବିପତ୍ର

ବଲାଙ୍ଗୀର: ରାଜ୍ୟ ଶିକ୍ଷା ବିଭାଗ ତରଫରୁ ଚଳିତ ବର୍ଷ +୩ ରେ ନାମଲେଖା ପାଇଁ ଆବେଦନ ସମୟସୀମାକୁ ନୂଆଖାଇ ଦିନ ମଧ୍ୟ ରଖାଯାଇଛି। ଯେହେତୁ ନୂଆଖାଇ ଆମ ପଶ୍ଚିମଓଡ଼ିଶା ଗଣପର୍ବ ଏବଂ ଏହିଦିନ ଆବେଦନ ନିମନ୍ତେ ଛାତ୍ରଛାତ୍ରୀ ମାନେ ପହଞ୍ଚିବା ଅସମ୍ଭବ ପ୍ରାୟ, ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ

ଚାଷୀଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଲେ ବିଜେପି ନେତା

ବଲାଙ୍ଗୀର: ଜିଲ୍ଲାରେ ଚଳିତ ବର୍ଷ ସ୍ଵଳ୍ପ ମୌସୁମି ବର୍ଷା ଯୋଗୁଁ ମରୁଡି ସମସ୍ୟା ଦେଖା ଦେଇଛି । ଏହି କ୍ରମରେ ଚାଷୀ ନିଜ ସବୁ ସମ୍ପତି ଚାଷରେ ଲଗେଇ ମୁଣ୍ଡରେ ହାତ ଦେଇଛି । ଏଣୁ ଭାରତୀୟ ଜନତା ପାର୍ଟି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଆଦେଶ କ୍ରମେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ