ରାଜଧାନୀରେ କରୋନା ସ୍ଥିତି ନେଇ ସୂଚନା ଦେଲେ ବିଏମସି କମିଶନର
ଭୁବନେଶ୍ବର() ଭୁବନେଶ୍ୱରରେ କୋଭିଡ ସ୍ଥିତି ନେଇ ଆଜି ସୂଚନା ଦେଇଛନ୍ତି ରାଜ୍ୟ ସରକାର । ବିଏମସି କମିଶନର କହିଛନ୍ତି ଯେ, ହଟସ୍ପଟ ଜିଲ୍ଲାରୁ ଭୁବନେଶ୍ୱରକୁ ଲୋକ ଆସୁଛନ୍ତି, ଫଳରେ ଭୁବନେଶ୍ୱରରେ ପଜିଟିଭଙ୍କ ସଂଖ୍ୟା ବଢୁଛି । ଏହାକୁ ଧ୍ୟାନର ସହ ମନିଟର କରାଯାଉଛି । ଏନେଇ ମାସ୍କ…