Odia News Portal
Browsing Tag

bmc

ନିୟମ ନମାନିଲେ ଦୃଢ କାର୍ୟ୍ୟାନୁଷ୍ଠାନ

ଭୁବନେଶ୍ୱର() କରୋନା କଟକଣା ମଧ୍ୟରେ ସମସ୍ତ ପେଣ୍ଡାଲରେ ପୂଜା ପାଉଛନ୍ତି ମା’ । ପର୍ବଣର ମହକ କରୋନା ପାଇଁ ଫିକା ପଡ଼ିଛି । ପୂଜାରେ ଭକ୍ତଙ୍କ ଦର୍ଶନ ଉପରେ କଟକଣା ପରେ ଏବେ ବିସର୍ଜନ ଉପରେ ବି ଲାଗିଛି କଟକଣା । ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଜାରି କରିଥିବା କଟକଣାକୁ ପାଳନ କରିବାକୁ…

ଖିଲାପୀ ଦୋକାନରୁ ସିଲ୍ ଖୋଲିବ ବିଏମସି

ଭୁବନେଶ୍ୱର() ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି, କିନ୍ତୁ ଆଗକୁ ପାର୍ବଣ ଥିବାରୁ ଅଧିକ ସତର୍କ ରହିବାକୁ ପଡିବ । ଏନେଇ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ଭୁବନେଶ୍ୱରର ସ୍ଥିତି ନେଇ କମିଶନର…

ନିୟମ ମାନିବାକୁ ଲୋକ ପ୍ରସ୍ତୁତ ନୁହନ୍ତି

ଭୁବନେଶ୍ୱର() ରାଜଧାନୀ ଭୁବନେଶ୍ୱରର ବାସିନ୍ଦା ଏବେ ସବୁଠାରୁ ଅଧିକ ସଂକ୍ରମିତ ହେଉଛନ୍ତି । କୋଭିଡକୁ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ତାଜା ଅପଡେଟ ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ସେ କହିଛନ୍ତି ଯେ, ‘ ଭୁବନେଶ୍ୱରରେ ଏବେ ୩୬୮୩ ଆକ୍ଟିଭ୍ କେସ୍ ରହିଛି ।…

ରାଜଧାନୀରେ ପିକରେ ନାହିଁ ବରଂ ଫ୍ଲାଟରେ ଅଛି

ଭୁବନେଶ୍ବର()   ଭୁବନେଶ୍ୱରରେ ଦିନକୁ ଦିନ କ୍ରମାଗତ ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ଭୁବନେଶ୍ୱରରେ କରୋନା ସ୍ଥିତି ନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଏବେ ରାଜଧାନୀରେ କରୋନା ସ୍ଥିତି ପିକରେ ନାହିଁ…

ଆରମ୍ଭ ହେଲା ଡୋର ଟୁ ଡୋର ସ୍କ୍ରିନିଂ ସେବା

ଭୁବନେଶ୍ୱର() ଆଜିଠାରୁ ଭୁବନେଶ୍ୱର ମହାନଗର ନିଗମରେ ଥର୍ମାଲ ସ୍କ୍ରିନିଂ ଆରମ୍ଭ ହୋଇଛି । ପୂର୍ବରୁ କେବଳ ବସ୍ତିବାସୀଙ୍କର ଥର୍ମାଲ ସ୍କ୍ରିନିଂ କରାଯାଉଥିଲା । କିନ୍ତୁ ରାଜଧାନୀର କୋଭିଡ୍ ସ୍ଥିତି ଅସହ୍ୟ ହେବା ପରେ ବିଏମସି ଓ ରାଜ୍ୟ ସରକାରଙ୍କ ମିଳିତି ପ୍ରଚେଷ୍ଟାରେ ଏଭଳି କାର୍ୟ୍ୟକ୍ରମ…

ଭୁବନେଶ୍ୱରରେ ଲାଗୁ ହେବ ଗଞ୍ଜାମ ଫର୍ମୁଲା

ଭୁବନେଶ୍ୱର() ଭୁବନେଶ୍ୱରରେ କରୋନା ସ୍ଥିତି ସଙ୍ଗୀନ ହୋଇପଡ଼ିଛି ।  ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ ଭୁବନେଶ୍ୱରରେ କରୋନା ନିୟନ୍ତ୍ରଣ ନେଇ ବିଏମସି ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି ।  ଭୁବନେଶ୍ୱରରେ ଗଞ୍ଜାମ ଫର୍ମୁଲା ଲାଗୁ କରିବା ପାଇଁ ନିଷ୍ପତ୍ତି…

ସେପ୍ଟେମ୍ବରରେ କରୋନା ସଂକ୍ରମଣ ଆହୁରି ବୃଦ୍ଧି ପାଇବ

ଭୁବନେଶ୍ୱର()  ଭୁବନେଶ୍ୱରରେ କରୋନା ସଂକ୍ରମଣ ଥମିବାର ନାଁ ନେଉନାହିଁ  । ରାଜଧାନୀରେ ପ୍ରତିଦିନ ଶହ ଶହ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେବାରେ ଲାଗିଛନ୍ତି  । ସେପ୍ଟେମ୍ବରରେ ବି କରୋନା ସଂକ୍ରମଣ ଆହୁରି ବୃଦ୍ଧି ପାଇବ  । ଭୁବନେଶ୍ୱର ମହାନଗର ନିଗମ କମିଶନର ପ୍ରେମଚନ୍ଦ୍ର…

ଭୁବନେଶ୍ୱରରେ କରୋନା ସ୍ଥିତି ନେଇ ବିଏମସି କମିଶନରଙ୍କ ସୂଚନା

ଭୁବନେଶ୍ୱର () ଭବନେଶ୍ୱରରେ କରୋନା ସ୍ଥିତି ନେଇ ବିଏମସି କମିଶନରଙ୍କ ପ୍ରେସ୍‌ମିଟ୍‌ । ଏହି ପ୍ରେସ୍‌ମିଟ୍‌ରେ କରୋନା ବିଷୟରେ ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ସେ କହିଛନ୍ତ, ଭୁବନେଶ୍ୱରରେ କରୋନା ନେଇ ସ୍ଥିତି ଅନ୍ୟ ସହର ତୁଳନାରେ ଭଲ ଅଛି । ପ୍ରତିଦିନ…

ଭୁବନେଶ୍ୱରରେ ୧୦ ଦିନରେ ୧୨୬୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର() ଆଜି ଭୁବନେଶ୍ୱରରେ କରୋନା ସ୍ଥିତି ନେଇ ସାମ୍ବାଦିକ ସମ୍ମିଳନୀ କରିିି ସୂଚନା ଦେଇଛନ୍ତି ବିଏମସି କମିସନର ପ୍ରେମଚନ୍ଦ୍ର ଚୌଦୁରୀ । ସେ କହିିଛନ୍ତି ଗତ ୧୦ ଦିନରେ ଭୁବନେଶ୍ୱରରେ ୧୨୬୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  । ଏହାସହ କରୋନା ଟେଷ୍ଟକୁ ଅଧିକରୁ ଅଧିକ ବଢ଼ାଯାଉଛି ।…

ବସ୍ତି ଅପେକ୍ଷା ଅଣବସ୍ତି ଅଞ୍ଚଳରେ ଅଧିକ ଆକ୍ରାନ୍ତ ଅଛନ୍ତି

ଭୁବନେଶ୍ୱର()  ଆଜି ଭୁବନେଶ୍ୱରରେ କରୋନା ସ୍ଥିତି ନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଦୁରୀ କହିଛନ୍ତି ଯେ ବସ୍ତି ଅପେକ୍ଷା ଅଣବସ୍ତି ଅଞ୍ଚଳରେ ଅଧିକ ଆକ୍ରାନ୍ତ ଅଛନ୍ତି । ବସ୍ତି ଅଞ୍ଚଳରୁ ୨୦୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଅଞ୍ଚଳରୁ ୬୫୭ ଜଣ ଚିହ୍ନଟ ହୋଇଛନ୍ତି । ବସ୍ତିକୁ…