Odia News Portal
Browsing Tag

black eye

ଆଖି ତଳ କଳା ପଡ଼ୁଛି କି? ଆପଣାନ୍ତୁ ଏହି ଉପାୟ

ଭୁବନେଶ୍ୱର: କେବଳ ମହିଳା ନୁହଁନ୍ତି ପୁରୁଷଙ୍କ କ୍ଷେତ୍ରରେ ମଧ୍ୟ ଆଖି ତଳ କଳା ଦାଗ ପଡିବା ତଥା ଡାର୍କ ସର୍କଲ ସମସ୍ୟା ଦେଖିବାକୁ ମିଳିଥାଏ । ଏହି ସମସ୍ୟା ଖାସ୍ କରି ଅଧିକ ସ୍କ୍ରିନ ଦେଖିବା, କମ ଶୋଇବା, ଚିନ୍ତାଗ୍ରସ୍ତ ରହିବା , ଥକାପଣ, ସଠିକ ଡାଇଟ ନନେବା, କମଜୋର, ଏବଂ ଅନ୍ୟ କାରଣ ପାଇଁ